Odisha news

ଯେତେଦିନ ପର୍ଯ୍ୟନ୍ତ ୟୂରୋ କପ୍ ଚାଲିବ : ସେତେଦିନ ପର୍ଯ୍ୟନ୍ତ ରୋମାନ୍ସ ରେ ପତ୍ନୀ ଲଗାଇଲେ ଵ୍ୟାନ

ନୂଆଦିଲ୍ଲୀ : ବ୍ରିଟେନ ରେ ଜଣେ ବ୍ୟକ୍ତି ଙ୍କ ପାଇଁ ଫୁଟବଲ୍ ପ୍ରେମ ଏମିତି ଭାରି ପଡ଼ିଲା ଯେ ତାଙ୍କର ଓ ପତ୍ନୀଙ୍କ ମଧ୍ୟରେ ଦୂରତା ଆଣିଦେଲା ।

ଉକ୍ତ ବ୍ୟକ୍ତି କହିଛନ୍ତି ଯେ ମୁଁ ଜଣେ ଫୁଟବଲ୍ ର ବଡ଼ ପ୍ରଶଂସକ । ତେଣୁ ମୁଁ ଜାଣି ନାହିଁ ଯେ ମୋର ଏହି ସଉକ ମୋ ଉପରେ ଏତେ ଭାରି ପଡ଼ିଯିବ । ବ୍ରିଟେନ ର ଏହି ବ୍ୟକ୍ତି କହିଛନ୍ତି ମୋ ସ୍ତ୍ରୀ ମୋ ସହିତ ବସି ଫୁଟବଲ୍ ଦେଖେ ଓ ଇଂଲଣ୍ଡ ଦଳ ସ୍କୋର କରିବାକୁ ନେଇ ଚିଅର୍ କରିଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ମୋର ପତ୍ନୀଙ୍କ ବୟସ ୩୬ବର୍ଷ ଓ ମୋର ୩୯ ବର୍ଷ । ଆମେ ୭ବର୍ଷ ହେଲାଣି ବିବାହ କରିଛୁ । ବର୍ତ୍ତମାନ୍ ସେ ଆଉ ଖେଳ ଦେଖୁନାହିଁ । ଆମର ୨ଟି ସନ୍ତାନ ଅଛନ୍ତି । ସେ ମୋ ଉପରେ ଏତେ ଅସନ୍ତୁଷ୍ଟ ଅଛି ଯେ କଥା ମଧ୍ୟ ହେଉନାହିଁ ।

ଉକ୍ତ ବ୍ୟକ୍ତି କହିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କ ସହିତ ସମ୍ବନ୍ଧ ରଖିବାକୁ ମନା କରିଛନ୍ତି । କହିଛନ୍ତି ଯେତେଦିନ ପର୍ଯ୍ୟନ୍ତ ୟୁରୋକପ୍ ଚାଲିଥିବ ସେ ତାଙ୍କ ସହିତ ସମ୍ପର୍କ ରଖିବେ ନାହିଁ ।

Nalco

Comments are closed.