ଆମେ ନିଜର ଜୀବନ ଶୈଳୀ ରେ ବିଭିନ୍ନ ଭୁଲ୍ କରି ବିଭିନ୍ନ ଶାରିରୀକ ସମସ୍ୟା ର ସମୁଖୀନ ହୋଇଥାଇ। ସେହି ସବୁ ସମସ୍ୟା ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଯୁରିକ ଏସିଡ ସମସ୍ୟା । ଏହି ସମସ୍ୟା ଯୋଗୁଁ ଶରୀରରେ ବିଭିନ୍ନ ହାଡ ଜନିତ ଯନ୍ତ୍ରଣା ଦେଖା ଯାଇଥାଏ । କିନ୍ତୁ କିଛିଟା ଜିନିଷ କୁ ଯଦି ନିଜ ଖାଦ୍ୟରେ ସାମିଲ କରିବା ତେବେ ତୁରିକ ଏସିଡ ସମସ୍ୟା ଦୂର ହୋଇ ପାରିବ ।
– ତୁରିକ୍ ଏସିଡ ସମସ୍ୟା କୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ରୁ ଅଧିକ ଲେମ୍ବୁ ସେବନ କରନ୍ତୁ । ଏହା ଦ୍ଵାରା ୟୁରିକ୍ ଏସିଡ ଦୁର ହେବା ସହ ଗଣ୍ଠି ଫୁଲା ଓ ଯନ୍ତ୍ରଣା ଦୁର ହେବ ।
– ସବୁଜ ପନିପରିବା ଖାଇବା ଦ୍ବାରା ୟୁରିକ୍ ଏସିଡ ଦୁର ହୋଇଥାଏ । ଯେପରିକି ବିଭିନ୍ନ ପ୍ରକାର ଶାଗ, ଛତୁ ଓ ଅନ୍ୟାନ୍ୟ ପରିବା ଇତ୍ୟାଦି ।
– ୟୁରିକ୍ ଏସିଡ ନିୟନ୍ତ୍ରଣ କରିବା ପାଇଁ ଅଣ୍ଡା ନିହାତି ସେବନ କରିବା ଜରୁରୀ । ଏହା ହାଡ ସମସ୍ୟାରେ ମଧ୍ୟ ସୁଧାର ଆଣିଥାଏ ।
– ଯଦି ଆପଣଙ୍କ ର ୟୁରିକ୍ ଏସିଡ ସମସ୍ୟା ରହିଛି ତେବେ ପ୍ରତିଦିନ ଅଧିକ ରୁ ଅଧିକ ପାଣି ପିଆନ୍ତୁ ଖୁବ୍ ଲାଭ ମିଳିବ ।
– ୟୁରିକ୍ ଏସିଡ ରେ ଦୁଗ୍ଧ ଜାତୀୟ ଜିନିଷ ସେବନ କରି ପାରିବେ, କିନ୍ତୁ ଏଥିରେ ଫ୍ୟାଟ କମ ରହିଥିବା ଆବଶ୍ୟକ ।
– ୟୁରିକ୍ ଏସିଡ ସମସ୍ୟା କୁ ଦୁର କରିଥାଏ ବିନ୍ସ, ଝୁଡୁଙ୍ଗ , ସଜନା ଛୁଇଁ ଇତ୍ୟାଦି ଏହାକୁ ସବୁ ଅଧିକ ରୁ ଅଧିକ ପରିମାଣ ରେ ସେବନ କରନ୍ତୁ ।
