Odisha news

ବାସୀ ଖାଦ୍ୟ ଶରୀର ପକ୍ଷରେ କେତେ ହିତକର ? କଣ କହୁଚି ଆୟୁର୍ବେଦ

ଆମେ ପିଲା ବେଳରୁ ପ୍ରାୟ ସୁଣିଛୁ ଭୋଜନ ଫିଙ୍ଗିବା ଉଚିତ୍ ନୁହେଁ । ଏହି କାରଣରୁ ଆମେ ଭାରତୀୟ ମାନେ ଖାଦ୍ୟ ଫୋପାଡି ନଥାଉ । ସେହି ଖାଦ୍ୟକୁ ଆମେ ପୁନର୍ବାର ଗରମ୍ କରି ଖାଇଥା୍ଉ । ଯାହା ଆମ କୁ ବିଭିନ୍ନ ସମସ୍ୟା ରେ ପଡ଼ି ଥାଉ । ଆୟୁର୍ବେଦ ଅନୁସାରେ ଭୋଜନ ଗରମ୍ କରି ଖାଇବା ଉଚିତ୍ ନୁହେଁ , କାରଣ ଏହା ଶରୀରକୁ ପ୍ରଭାବିତ କରିଥାଏ ।
* ଆମେ ଯଦି ଫ୍ରେସ୍ ଖାଦ୍ୟ ପ୍ରସ୍ତୁତ କରି ଖାଇଥାଉ ତେବେ ଆମକୁ ପୋଷାକ ତତ୍ତ୍ଵ ଭରପୁର ମାତ୍ରାରେ ମିଳିଥାଏ । ଆୟୁର୍ବେଦ ଅନୁସାରେ ଖାଦ୍ୟ ପ୍ରସ୍ତୁତ ହେବାର ୩ଘଣ୍ଟା ପର୍ଯ୍ୟନ୍ତ ସତେଜ ରହିଥାଏ ।
* ଆୟୁର୍ବେଦ ରେ କୁହାଯାଇଛି ଯେ ଯଦି ଆପଣ ଭୋଜନ ପ୍ରସ୍ତୁତ ହେବାର ଅନେକ ସମୟ ପରେ ଏହାକୁ ଗ୍ରହଣ କରୁଛନ୍ତି ତେବେ ଏହା ଶରୀରକୁ ହାନି ପହଞ୍ଚାଇ ଥାଏ । କିନ୍ତୁ ଯଦି ଗରମ୍ କରି ଖାଇବେ ତେବେ ଏହା ଆପଣଙ୍କ ଶରୀର ପାଇଁ ହିତକର । ଏଥିରେ ପୋଷାକ ତତ୍ତ୍ଵ ର ମାତ୍ରା ମଧ୍ୟ କମି ଯାଇଥାଏ । ତେଣୁ ଧ୍ୟାନ ରଖିଚୁ ଯେ ଭୋଜନ ପ୍ରସ୍ତୁତ ହେବାର ୨୪ ଘଣ୍ଟା ମଧ୍ୟରେ ଖାଇବା ଉଚିତ୍ ।
* ଭୋଜନ ବାରମ୍ବାର ଗରମ୍ କରି ଖାଇବା ଦ୍ବାରା ଏଥିରେ ଥିବା ପୋଷାକ ତତ୍ତ୍ଵ ନଷ୍ଟ ହୋଇଥାଏ । ତେଣୁ ଭୋଜନକୁ ଯେତେ କମ ଗରମ୍ କରି ଖାଇବା ଉଚିତ୍ । ଆମିଷ ଭୋଜନ ଖାଇବାର ଅଳ୍ପ ସମୟ ପୂର୍ବରୁ ପ୍ରସ୍ତୁତ କରାନ୍ତୁ । ଏହାକୁ ବାରମ୍ବାର ଗରମ୍ କରିବା ଦ୍ୱାରା ଶରୀର ମଧ୍ୟକୁ ବ୍ୟାଡ ଟକ୍ସିନ ଯାଇଥାଏ । ଯାହା ଶରୀରକୁ କ୍ଷତି ପହଞ୍ଚାଇ ଥାଏ ।
* ଏହି ବ୍ୟାଡ଼ ଟକ୍ସିନ ଶରୀରକୁ ଗଲେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ କରିଥାଏ । ତେଣୁ ପାଇଁ ଆୟୁର୍ବେଦ ଅନୁସାରେ ବାସୀ ଖାଦ୍ୟ ଖାଇବା ଶରୀର ପକ୍ଷରେ ହିତକର ନୁହେଁ ।
Shares