Odisha news

ଘୋଷଣା ହେଲା ପାଞ୍ଚଟି ରାଜ୍ୟରେ ଇଲେକ୍ସନ ତାରିଖ : ଆସନ୍ତୁ ଜାଣିବା ପୁରା ଖବର

0

କେରଳରେ ଗୋଟିଏ ଚରଣରେ ମତଦାନ ହେବ
ଏପ୍ରିଲ ୬ ତାରିଖ
ତାମିଲନାଡୁରେ ଗୋଟିଏ ଚରଣରେ ମତଦାନ ହେବ :
ଏପ୍ରିଲ ୬ ତାରିଖ
ପଣ୍ଡୁଚେରିରେ ଗୋଟିଏ ଚରଣରେ ମତଦାନ ହେବ
ଏପ୍ରିଲ ୬ ତାରିଖ
ଆସାମରେ ୩ଟି ଚରଣରେ ମତଦାନ ହେବ

କୋଲକାତାରେ ଇଲେକ୍ସନ ତାରିଖ ଘୋଷଣା ହେଲା l ୮ ଚରଣରେ ମତଦାନ ହେବ l
ପ୍ରଥମ ଚରଣ ମତଦାନ : ୨୭ ମାର୍ଚ୍ଚ
ଦ୍ୱିତୀୟ ଚରଣ ମତଦାନ :୧ ଏପ୍ରିଲ
ତୃତୀୟ ଚରଣ ମତଦାନ : ୬ ଏପ୍ରିଲ
ଚତୁର୍ଥ ଚରଣ ମତଦାନ :୧୦ ଏପ୍ରିଲ
ପଞ୍ଚମ ଚରଣ ମତଦାନ : ୧୭ ଏପ୍ରିଲ
ଷଷ୍ଠ ଚରଣ ମତଦାନ : ୨୨ ଏପ୍ରିଲ
ସପ୍ତମ ଚରଣ ମତଦାନ : ୨୬ ଏପ୍ରିଲ
ଅଷ୍ଟମ ଚରଣ ମତଦାନ : ୨୯ ଏପ୍ରିଲ
ଫଳାଫଳ ଘୋଷଣା : ୨ ମଇ

ସଂକ୍ଷେପରେ ଜାଣିବା ଚିଫ ଇଲେକ୍ସନ କମିଶନ କଣ କହିଲେ :  କୋଭିଡ ନିୟମ ସମସ୍ତଙ୍କୁ ପାଳନ କରିବା ନିହାତି ଜରୁରୀ ଅଟେ l ୫ ଜଣରୁ ଅଧିକ ଲକ ଘରକୁ ଘର ପ୍ରଚାରକୁ ଯାଇପାରିବେ ନାହିଁ l ମତଦାନ ଏକ ଘଣ୍ଟା ବାଧା ଯାଇଛି l ସମସ୍ତ ମତଦାନ କେନ୍ଦ୍ର ଗ୍ରାଉଣ୍ଡ ଫ୍ଲୋରରେ ହେବ l ସମସ୍ତ ଚୁନାଵ ଅଧିକାରୀ ମାନଙ୍କୁ କୋବିଦ ଟୀକା ଦିଆଯିବ l କୋଲକାତାରେ ଅଜୟ ନାୟକ ପର୍ଯ୍ୟବେକ୍ଷକ ହେବେ l କେଦ୍ରିୟ ପୋଲିସ ଓ ରାଜ୍ୟ ପୋଲିସ ମିଳିମିଶି କାମ କରିବେ

Leave A Reply