Odisha news

ମଣିଷ ଭଳି ପାଟି ଓ ଦାନ୍ତ ଥିବା ମାଛ

0

କିଛି ଏମିତି ସାମୁଦ୍ରିକ ଜୀବ ଅଛନ୍ତି ଯାହା ଦେଖିବାକୁ ପୂରା ଅଜବ । ଏମିତି ଏକ ଅଦ୍ଭୁ ୁତ ମାଛର ସନ୍ଧାନ ମାଲେସିୟାରୁ ମିଳିଛି । ଏହା ଅନ୍ୟ ମାଛଠାରୁ ଏକଦମ୍‍ ଭିନ୍ନ । ମଣିଷ ଭଳି ତା’ର ପାଟି ଓ ଦାନ୍ତ ଅଛି । ମାଛକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତା’ର ଓଠ କିଭଳି ଅବିକଳ ମଣିଷ ଓଠ ପରି ହୋଇପାରେ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ମାଛର ନାଁ ଟାଇଗର୍‍ ଫିସ୍‍ । ଦକ୍ଷିଣ ପୂର୍ବ ଏସିଆରେ ଏ ଧରଣର ମାଛ ଦେଖାଯାଏ । ଏହାର ମାଢି ଖୁବ୍‍ ମଜଭୁତ ।

Leave A Reply