କରୋନାଭାଇରସ୍ ସୃଷ୍ଟି କରିଥିବା ଚୀନ୍ ସେପେଫମ୍ବରରେ ଏକ ନୂଆ ବ୍ୟାକେଫରିଆଲ୍ ଇନଫେକ୍ସନ୍ ହୋଇଛି । ଏବେ ସୁଦ୍ଧା ୩ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ଏହା ପବନରେ ବ୍ୟାପୁଥିବାରୁ ଅଧିକ ଘାତକ ପ୍ରମାଣିତ ହୋଇପାରେ । ଏହାଦ୍ୱାରା ସଂକ୍ରମିତ ଲୋକକୁ ଜ୍ୱର ଆସିଥାଏ ଯାହାର ନାମ ରଖାଯାଇଛି ‘ମାଲ୍ଟା ବୁଖାର୍’ । ଏହାଦ୍ୱାରା ପୁରୁଷ ନପୁଂଷକ ହେବାର ଆଶଙ୍କା ରହିଛି । ରିପୋର୍ଟ ଅନୁସାରେ ଚୀନ୍ରେ ଏକ ସରକାରୀ
ବାୟୋଫାର୍ମାସଟିକଲ୍ ପ୍ଲାଣ୍ଟରେ ଲିକ୍ ହେବା ପରେ ଏହି ବ୍ୟାକେଫରିଆ ବ୍ୟାପିଛି । ଚୀନ୍ର ଲାrୁରେ ୩ ହଜାର ୨୪୫ ଲୋକଙ୍କ ମଧ୍ୟରେ ବ୍ରୁସଲୋସିସ୍ ବ୍ୟାକେଫରିଆ ଦେଖାଯାଇଛି । ଏହାର ମଣିଷରୁ ମଣିଷକୁ ବ୍ୟାପେ ନାହିଁ । ପଶୁ ବା ଏହାଦ୍ୱାରା ସଂକ୍ରମିତ ପଶୁଙ୍କ ମାଂସ ଖାଇବା ଓ ସେମାନଙ୍କ ଡାଏରୀ ପ୍ରଡକଫରୁ ଏହି ଭାଇରସ୍ ବ୍ୟାପୁଛି ।
