Odisha news

ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ସୂଚନା ଜାରି : ୪୭୧୦ ପଦବୀ ଖାଲି ପଡିଛି, ଇଛୁକ ପାର୍ଥି ଆବେଦନ ଏହିଭଳି କରି ପାରିବେ

0
ନୂଆଦିଲ୍ଲୀ : FCI , ଫୁଡ କର୍ପୋରେସନ ଅଫ ଇଣ୍ଡିଆ ଙ୍କ ଦ୍ୱାରା ଅଷ୍ଟମ ଓ ଦଶମ ପାସଙ୍କ ପାଇଁ ପାଖାପାଖି ୪୭୧୦ ଗ୍ରେଡ଼ 2, 3 ଓ 4 ପାଇଁ ପଦବୀ ଖାଲି ପଡିଛି l ଏହି ସୂଚନା FCI  ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି l ଭାରତୀୟ ଖାଦ୍ୟ ନିଗମ ଭର୍ତି ୨୦୨୨ ପାଇଁ ଯୋଗ୍ୟ ଏବଂ ଇଛୁକ ପାର୍ଥି ଫୁଡ କର୍ପୋରେସନ ର ଅଫିସିଆଲ ୱେବସାଇଟ fci.gov.in  ମାଧ୍ୟମରେ ଅନ୍ତିମ ତାରିଖ ପୂର୍ବରୁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସହ ନିର୍ଧାରିତ ଭାବରେ ଅନଲାଇନ ରେ ଆବେଦନ କରିପାରିବେ l
ସେଥିପାଇଁ ଅନଲାଇନ ରେ ବିଭାଗୀୟ ପଦବୀ ସଂଖ୍ୟା, ବିଭାଗୀୟ ବିଜ୍ଞାପନ, ଆବେଦନ ପ୍ରକ୍ରିୟା, ଚୟନ ପ୍ରକ୍ରିୟା ସହିତ ସମସ୍ତ ମହତ୍ଵପୁର୍ଣ ବିବରଣୀ କୁ ଅବଲୋକନ କରିପାରିବେ l
FCI ର ନୋଟିଫିକେସନ ରେ ତାଲିକା ନିମ୍ନ ଲିଖିତ ଭାବରେ ଜାରି କରାଯାଇଛି l
ବିଭାଗର ନାମ – ଭାରତୀୟ ଖାଦ୍ୟ ନିଗମ ,
ପଦବୀର ନାମ – ୱାଚ ମ୍ୟାନ ଏବଂ ଅନ୍ୟ ପଦବୀ
ଖାଲି ଥିବା ପଦବୀ ସଂଖ୍ୟା – ୪୭୧୦
ବେତନ – ସପ୍ତମ ବେତନ
ଶ୍ରେଣୀ – ସରକାରୀ
ଆବେଦନ ପ୍ରକ୍ରିୟା – ଅନଲାଇନ
ଶ୍ରେଣୀ ୨ ରେ ଖାଲିଥିବା ସଂଖ୍ୟା – ୩୫
ଶ୍ରେଣୀ ୩ ରେ ଖାଲିଥିବା ସଂଖ୍ୟା – ୨୫୨୧
ଶ୍ରେଣୀ ୪ ରେ ଖାଲିଥିବା ସଂଖ୍ୟା – ୨୧୫୪
ଶିକ୍ଷାଗତ ଯୋଗ୍ୟତା – ୮ମ /୧୦ ମ ପାସ
ବୟସ ସୀମା – ୧୮ – ୩୦
ଏହି ସମସ୍ତ ବିବରଣୀ ପାଇଁ FCI ର ଅଫିସିଆଲ ୱେବସାଇଟ ଯାଞ୍ଚ କରିବା ଆବଶ୍ୟକ, ସେଥିପାଇଁ ଆପଣ fci.gov.in ରେ କ୍ଲିକ କରନ୍ତୁ l
Leave A Reply

Your email address will not be published.