ଏହି ୩ଟି ଗ୍ରହକୁ ଶାନ୍ତ କରିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ଘରେ କୁକୁର ପାଳିବା l ଯଦି କୁକୁର କଳା ରଙ୍ଗର ହୋଇଥାଏ ତେବେ ଖୁବ ଭଲ l କଳା କୁକୁର ଘରୁ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ l କୁକୁର ପାଳିବା ଦ୍ୱାରା ଶନି ରାହୁକେତୁ ଶାନ୍ତ ରହି ଥାଆନ୍ତି l
– ଯଦି ଘରେ କୁକୁର ରଖିଛନ୍ତି ତେବେ ସର୍ବ ପ୍ରଥମେ କୁକୁରକୁ ଭୋଜନ କରାଇବେ l ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହେବ ଓ ମାତା ଲକ୍ଷ୍ମୀ ମଧ୍ୟ ସନ୍ତୁଷ୍ଟ ହୋଇ ଥାଆନ୍ତି l
– କୁକୁର ର ସେବା କରିବା ଦ୍ୱାରା ଶନି ଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି l ଯଦି ଆପଣ ଏଭଳି ନିୟମିତ କରୁଛନ୍ତି ତେବେ ଘରେ ସୁଖ ସମୃଦ୍ଧି ବାସ କରିଥାଏ l
