Odisha news

ଦୁଇ ବାଇକ ମୁହାଁମୁହିଁ ଧକ୍କା ଦୁଇ ଗୁରୁତ୍ୱର ଦୁଇ ଆହତ

0
ଧରାକୋଟ………15/1/23 : ଧରାକୋଟ ଥାନା ଅନ୍ତର୍ଗତ ଚଞ୍ଚରା ପଲ୍ଲୀ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଦୁଇ ଗୁରୁତର ଓ ଦୁଇ ଆହାତ । ଗୁରୁତର ଦୁଇ ଜଣ ହେଲେ କବିସୁଯ୍ୟନଗରର ପ୍ରମୋଦ ମିଶ୍ର ଓ ଗଙ୍ଗାପୁରର ପ୍ରତାପ ସିଂ। ଗୁରୁତର ଦୁଇ ଜଣକୁ ପ୍ରଥମେ ଧରାକୋଟ ଓ ପରେ ବ୍ରହ୍ମପୁର ମେଡିକାଲ କୁ ପଠା ଯାଇଥିବା ବେଳେ ଆହାତ   ଦେବୀ ପ୍ରସାଦ ମହାରଣା ଧରାକୋଟ ରେ ଚିକିତ୍ସିତ ହେଉଥିବା ବେଳେ ଶିବାନୀ ମିଶ୍ରଙ୍କୁ ତାଙ୍କ ସ୍ୱାମୀ ପ୍ରମୋଦ ମିଶ୍ର ଙ୍କ ଆମ୍ବୁଲାନ୍ସ ରେ ପଠା ଯାଇଥିଲା । ସୂଚନା ପ୍ରକାରେ ଧରାକୋଟ ପଟୁ ପ୍ରତାପ ଓ ଚାରିଛକ ପଟୁ ପ୍ରମୋଦ ଆସୁଥିବା ସମୟରେ ଚଞ୍ଚରାପଲ୍ଲୀ ଠାରେ ଦୁର୍ଘଟଣା ହୋଇଥିଲା। ଦୁଇଟି ଗାଡି ନମ୍ବର ହେଲା OD 07AH2958ଆଉ ଗୋଟିଏ ହେଲା OD 32H2791  l ଏପଟେ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
Nalco
Leave A Reply