Odisha news

ଧାମନଗର ପୋଲିସ ଦ୍ୱାରା ଦେଶିମଦ ଜବତ : ଜଣେ ମହିଳା ଗିରଫ

0

ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଗ୍ରାମରେ ଧାମନଗର ଥାନା ଅଧିକାରୀ ରତିକାନ୍ତ ଗିରିଙ୍କ ନିଦେ୍ର୍ଦଶ କ୍ରମେ ଏସ୍ଆଇ ମୋତିଲାଲ ମାରାଣ୍ଡି ଗତ ଗୁରୁୁବାର ଦିନ ବେଆଇନ୍ ମଦବିକ୍ରେତାଙ୍କ ଉପରେ ଅଚାନକ ଚଢାଉକରି ୩୦ଲିଟରରୁ ଉଦ୍ଧ୍ୱର୍ ଆସ୍କାଫଟି ଜବତକରିବା ସହ ଏହି ଘଟଣାର ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫକରି ଥାନାକୁ ଆଣିଥିଲେ । ଧାମନଗର ଅଞ୍ଚଳରେ େ·ରାମଦ ମାଫିଆମାନେ ଦିନକୁ ଦିନ ସକ୍ରିୟ ହୋଇ ସେମାନଙ୍କର େ·ରା ସାମ୍ରାଜ୍ୟ ଚଳାଇଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବରପାଇ ଧାମନଗର ପୋଲିସ ଅ·ନକ ସେଠାରେ ଚଢାଉ କରିଥିଲା । ଧାମନଗର ଥାନାରେ ଏସମ୍ପର୍କରେ କେସ୍ ନଂ ୨୪୦/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମହିଳାକୁ କୋର୍ଟ·ଲାଣ କରାଯାଇଛି ।

IEC 2 years
Leave A Reply