ଧାମରା :ଚାନ୍ଦବାଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବାଁଶଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଜନୈକ କର୍ମଚାରୀ କରୋନାରେ ଆକ୍ରାନ୍ତା ହୋଇଛନ୍ତି । ଏ ସମ୍ପର୍କରେ ବାଁଶଡା ପଞ୍ଚାୟତ ସରପଞ୍ଚ ବାଁଶଡା ଥାନା ଅଧିକାରୀ, ଚାନ୍ଦବାଲି ବିଡିଓ, ଚାନ୍ଦବାଲି ମେଡିକାଲ୍ ଅଫିସରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ବର୍ତମାନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ୍ୟìଟି କରିବା ପାଇଁ ନ ଆସନ୍ତୁ ।
ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାନିଟାଇଜେସନ୍ କରାଯାଇ ଖୋଲାଯାଉ ବୋଲି ସରପଞ୍ଚ ଅଭିଯୋଗରେ ଦର୍ଶାଇଛନ୍ତି । ଏହାକୁ ନେଇ ବାଁଶଡାରେ ସଟ୍ ଡାଉନ୍ ଘୋଷଣା କରା ଯାଇଛି । କର୍ମଚାରୀ ଜଣକ ହୋମ୍ କ୍ୱାରେନଣ୍ଟାଇନରେ ଥିବା କୁହା ଯାଉଛି ।
