Odisha news

ଜଳେଶ୍ୱରପୁରରେ ବଜ୍ରପାତରେ ଜଣକର ମୃତ୍ୟୁ ।

0

ଧାମରା,୩୦ ।୭: ବାଂଶଡା ଥାନା ଅଧିନସ୍ଥ ଜଳେଶ୍ୱରପୁର ଗ୍ରାମ ପଂଚାୟତ ବଳଭଦ୍ରପ୍ରସାଦ ଗ୍ରାମର ସରୋଜ ମହାନ୍ତିଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି ।

ଆଜି ଅପରାହ୍ଣ ୩.୩୦ ମିନଟ ସମୟରେ ରାଧାଶ୍ୟାମ ମହାନ୍ତିଙ୍କ ମଝିଆଁ ପୁଅ ସରୋଜ ମହାନ୍ତି ବିଲକୁ ଯାଉଥିବା ବେଳେ ବଜ୍ରପାତରେ ମୃତ୍ୟୁ ଘଟିଛି । ଏନେଇ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି

Leave A Reply