କୋଣାର୍କ, ସବ୍ୟୁ ,ମଙ୍ଗଳବାର ସନ୍ଧ୍ୟାରେ ରାମଚଣ୍ଡୀ ମୁହାଣ ନିକଟସ୍ଥ ହୋଟେଲ ଲୋଟସ ସନ୍ନିକଟ ମୁହାଣ ରେ ଏକ ଅଜଣା ଶବ ଲାଗିଥିବା ଜଣାପଡିଛି।ଶବଟି ଉଲଂଘ ଅବସ୍ଥାରେ ପଡିରହିଥିବାବେଳେ ଶବଟିର ପରିଚୟ ମିଳିପାରିନି ଶବଟି ପୁରୁଷ ବେକ୍ତି ବୋଲି ଜଣାପଡୁଛି।ସମ୍ବଵଃ ଶବଟି ବଢି ପାଣିରେ କୁଶଭଦ୍ରା ନଦୀରେ ଭାଷୀ ଆଶିଛି। ଖବର ପାଇ ରାମଚଣ୍ଡୀ ଥାନାଧିକାରୀ ନିଳିମା ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରିରଖିଛନ୍ତି
