Odisha news

ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଘେରିଲେ ଜମାକାରୀ

0

ଦଶପଲ୍ଲା୨୨/୮ : ଦଶପଲ୍ଲା ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଘେରିଛନ୍ତି ଜମାକାରୀ । ନିଜ ଜମା ଟଙ୍କା ନ ପାଇ କାର୍ଯ୍ୟାଳୟ ଘେରିଛନ୍ତି ଜମାକାରୀ । ସୋମବାର ଦିନ ଜମାକାରୀ ମାନେ ସେମାନଙ୍କର ଜମା ଟଙ୍କା ପାଇଁ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ରେ ପହଁଚିଥିବା ବେଳେ କାର୍ଯ୍ୟାଳୟ ରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ । ଶାଖା ପରିଚାଳକ ଦୀର୍ଘ ଦିନ ଧରି କାର୍ଯ୍ୟାଳୟ କୁ ଆସୁ ନ ଥିବା ବେଳେ ଟଙ୍କା ନେଇଥିବା ଏଜେଣ୍ଟ ଙ୍କର ମଧ୍ୟ ଦେଖା ମିଳୁନି ଯାହାକୁ ନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଜାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ଦାବି ହେଉଛି ।

Nalco
Leave A Reply