ଦଶପଲ୍ଲା୧୧/୫ : ବିଜେଡି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ଏନ ଏ ସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ । ନିଜ ସମର୍ଥିତ କାଉନସିଲର ମାନଙ୍କୁ ସାଥିରେ ଧରି ସେ ବିଜେଡି ର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ପ୍ରଚାର ଆରମ୍ଭ କରିଛନ୍ତି । ଏନ ଏ ସି ର ବିଭିନ୍ନ ୱାର୍ଡ ବୁଲି ବୁଲି ସେ ପ୍ରଚାର କରିଥିବାବେଳେ । ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏହି ରାଲିରେ ସାମିଲ ହୋଇଥିଲେ ।
