Odisha news

ଖୋଲିଲା ବିଦ୍ୟାଳୟ : ପାଳିଲେ ଯୋଗ ଦିବସ

0

ଦଶପଲ୍ଲା୨୧/୬ : ଖରା ଛୁଟି ପରେ ଖୋଲିଛି ବିଦ୍ୟାଳୟ । ବିଦ୍ୟାଳୟ ଖୋଲିବା ପରେ ଛାତ୍ର ଛାତ୍ରୀ  ମାନଙ୍କ ମଧ୍ୟରେ ଉସ୍ଛାହିତ ପରିଲକ୍ଷିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଆନନ୍ଦ ରେ ବହିବସ୍ତାନୀ ଧରି ବିଦ୍ୟାଳୟ କୁ ଆସିଥିବା ବେଳେ ପ୍ରଥମ ଦିନରେ ପାଳିଥିଲେ ଜାତୀୟ ଯୋଗ ଦିବସ । ବିଗତବର୍ଷ ପରି ଚଳିତ ବର୍ଷ ବିଦ୍ୟାଳୟ ମାନଙ୍କରେ ଯୋଗ ଦିବସ ପାଳିତ ହୋଇଛି । ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଆସିବା ପରେ ସେନାନଙ୍କ ରୁଟିନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିମଧ୍ୟରେ ଯୋଗ ଓ ପ୍ରାଣାୟମ କରାଯାଇଥିଲା ।ଛାତ୍ରଛାତ୍ରୀ ମାନେ ଉସ୍ଛାହ ସହକାରେ   ଯୋଗାସନ କରିଥିଲେ ।

Leave A Reply