Odisha news

ଟମକା ପୋଲିସ ଆଜି ଜଣୋ ପେଷାଦାର ମଦ ବେପାରୀକୁଂ ଗିରଫ କରି କୋର୍ଟ ଚାଲାଣ କରିଛି

0

ଦାନଗଦୀ :ଟମକା ପୋଲିସ ଆଜି ଜଣୋ ପେଷାଦାର ମଦ ବେପାରୀକୁଂ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମଦ ବେପାରୀ କେଉଁଝର ଜିଲା ଘଷିପୁରା ଥାନା ବାଲିଆପାଳର ଅର୍ଜୁନ ରାଉଳକଂ ପୁଅ କୃତିବାସ ରାଉଳ(୪୫) । ଅପରପକ୍ଷରେ ପୋଲିସ କୃତିବାସୀକଂ ଠାରୁୂ ୩୦ଲିଟର ବିଦେଶୀ ମଦ ଜବତ କରିଛି । ଏଠାରେ ଉଲ୍ଲେଖ ଯେ, ଟମକା ପୋଲିସ ପାଟ୍ରୋଲିଂ କରୁଥିବାବେଳେ କୃତିବାସ ଚୋରା ମଦ ବିକ୍ରି କରିବାକୁ ନେଉଥିବାବେଳେ ଜନିନ୍ଦାପାଳ ନିକଟରେ ପୋଲିସ ତାକୁଂ ଗିରଫ କରିଥିଲା ।

Leave A Reply

Your email address will not be published.