Odisha news

ଏଣ୍ଡ୍ରୋଏଡ ଆପ୍ସ ବ୍ୟବହାର କାରୀଙ୍କ ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଗଲା : ଗୁଗୁଲ୍ କହିଲା ଏକ ଫିକ୍ସ କାମ କରୁଛି

ନୂଆଦିଲ୍ଲୀ : ମାର୍ଚ୍ଚ ୨୩ ତାରିଖ ଦିନ ଭାରତ ସହିତ ସାରା ଦୁନିଆର କିଛି ଏଣ୍ଡ୍ରୋଏଡ ୟୁଜର୍ସଙ୍କ ମଙ୍ଗଳବାର ଦିନ ନିଜର ଏଣ୍ଡ୍ରୋଏଡ ଉପକରଣର “ଆପ ” ଦୁର୍ଘଟଣା ହେଇଗଲା ଓ ଏହାକୁ ଗୁଗୁଲ କହିଲା ଇଏ ଏକ ଫିକ୍ସ ପାଇଁ କାମ କରୁଥିଲା l

ଗୁଗୁଲ ର ଗୁଗୁଲ ୱାର୍କସ୍ପେସ ସ୍ତିତିକୁ ଦେଖି କହିଲା ଏଣ୍ଡ୍ରୋଏଡର ଜିମେଲ ସହିତ ଘଟଣାକୁ ସ୍ୱୀକାର କଲା , ଯେତେ ପର୍ଯ୍ୟନ୍ତ ସେହି ଘଟଣାର ସମାଧାନ ନହେଇଛି ସେତେ ପର୍ଯ୍ୟନ୍ତ ଡେକ୍ସଟପ ବ୍ୟବହାର କରିବା ପାଇଁ କହିଥିଲା l

“ଆମେ ଜିମେଲ ସମସ୍ୟା ସହିତ ଅବଗତ ଅଛୁ , ଯିଏ ୟୁଜର୍ସଙ୍କର ଗୋଟିଏ ମହତ୍ୱ ପୁର୍ଣ ସବସେଟକୁ ପ୍ରଭଵିତ କରିଛି l ପ୍ରଭାବିତ ୟୁଜର୍ସ ଜିମେଲ କରିବା ପାଇଁ ଅସମର୍ଥ ହୋଇପାରନ୍ତି l ଆମେ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରୁଚୁ ଓ ଅପଡେଟ ମଧ୍ୟ କରିବୁ l
ପ୍ରଭାବିତ ୟୁଜର୍ସ ଜିମେଲ ଜିମେଲ ଛଡା ଡେକ୍ସଟପ ଜିମେଲ ୱେବଇନଟରଫେସ ବ୍ୟବହାର କରି ପାରିବେ l ସାମସଙ୍ଗ ମଧ୍ୟ ଏହି ଘଟଣାକୁ ସ୍ୱୀକାର କଲା ଓ ସମାଧାନର ଗୋଟେ ବାଟ ମଧ୍ୟ ବତାଇଲା l

ସାମସଙ୍ଗ ତାର ଆମେରିକା ସମର୍ଥନ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କଲା “ଦୟାକରି ୱେବ ଅପଡେଟ କୁ ବାହାର କରନ୍ତୁ ପୁଣି ଫୋନ୍ କୁ ଆଉଥରେ ଆରମ୍ଭ କରନ୍ତୁ l ସମସ୍ୟା ଜାହିର କରି ଏଣ୍ଡ୍ରୋଏଡ ସିଷ୍ଟମ ୱେବଭିୟୁ ନାମକ ଏକ ସିଷ୍ଟମ ଆପ୍ଲିକେସନ କାରଣରୁ ଏଣ୍ଡ୍ରୋଏଡ ଆପ୍ସର ୱେବ ସାମଗ୍ରୀକୁ ପ୍ରଦର୍ଶିତ କରିବାକୁ ଦେଇଥାଏ l

ପ୍ରଭାବିତ ବ୍ୟବହାର କରୁଥିବା ଉପଭୋକ୍ତା ମାନେ କହିଛନ୍ତି ଯେ ଏଣ୍ଡ୍ରୋଏଡରେ ଜିମେଲ ଆପ କ୍ରାସ ହୋଇଗଲା l
“ଏଠାରେ ତାର ଚରଣ ଦିଆ ଯାଇଛି : ସେଟିଂ >ଆପ୍ଲିକେସନ >ଉପରେ ଡାହାଣ ପଟ କୋଣରେ ତିନିଟି ଡଟ ଉପରେ ଟ୍ୟାପ କରନ୍ତୁ >ସିଷ୍ଟମ ଆପ୍ଲିକେସନ ଦେଖାଇବ >ଏଣ୍ଡ୍ରୋଏଡ ସିଷ୍ଟମ ୱେବଭିୟୁ ଖୋଜିବାକୁ ଚେଷ୍ଟା କରନ୍ତୁ >ଅପଡେଟ ଅନିନ୍ଷ୍ଟେଲ କରନ୍ତୁ ,”ସମସଙ୍ଗେ ଦ୍ୱାରା ଏହି ପୋଷ୍ଟ କରାଯାଇଥିଲା l

 

Govt

Comments are closed.