ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ : ସମଗ୍ର ଦେଶରେ ୩୯୯୮୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ,ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୩୨ ଜଣ ସୁସ୍ଥ ,୧୩୦୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ମେ ୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୯୯୮୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୩୦୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୩ ଜଣ, ଆସାମରେ ୧ଜଣ, ବିହାରରେ ୪ ଜଣ, ଦିଲ୍ଲୀରେ ୬୪ ଜଣ, ଗୁଜରାଟରେ ୨୬୨ ଜଣ, ହରିୟାଣାରେ ୪ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୫ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୫୧ ଜଣ, ମହାରାଷ୍ଟ୍ରରେ ୫୨୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୨୦ ଜଣ, ରାଜସ୍ଥାନରେ ୬୫ ଜଣ, ତାମିଲନାଡୁରେ ୨୯ ଜଣ, ତେଲେଙ୍ଗାନାରେ ୨୮ ଜଣ, ଉତ୍ତରପ୍ରଦେଶରେ ୪୩ ଜଣ ଏବଂ ପଶ୍ଚମବଙ୍ଗରେ ୩୩ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୫୨୫), ଅରୁଣାଚଳ ପ୍ରଦେଶ (୧), ଆସାମ (୪୩), ବିହାର (୪୮୧), ଚଣ୍ଡିଗଡ଼ (୮୮), ଛତିଶଗଡ଼ (୪୩), ଦିଲ୍ଲୀ (୪୧୨୨), ଗୋଆ (୭), ଗୁଜରାଟ (୫୦୫୪), ହରିୟାଣା (୩୬୦), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୬୬୬), ଝାଡ଼ଖଣ୍ଡ (୧୧୫) କର୍ଣ୍ଣାଟକ (୬୦୧), କେରଳ (୪୯୯), ଲଦାଖ (୨୨), ମଧ୍ୟପ୍ରଦେଶ (୨୮୪୬), ମହାରାଷ୍ଟ୍ର (୧୨୨୯୬), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୫୭), ପୁଦ୍ଦୁଚେରୀ (୮), ପଞ୍ଜାବ (୭୭୨), ରାଜସ୍ଥାନ (୨୭୭୦), ତାମିଲନାଡୁ (୨୭୫୭), ତେଲେଙ୍ଗାନା (୧୦୬୩), ତ୍ରିପୁରା (୪), ଉତ୍ତରାଖଣ୍ଡ (୫୯), ଉତ୍ତରପ୍ରଦେଶ (୨୪୮୭) ଓ ପଶ୍ଚିମବଙ୍ଗ (୯୨୨) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୬), ଆନ୍ଧ୍ରପ୍ରଦେଶ (୪୪୧), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨), ବିହାର (୧୦୭), ଚଣ୍ଡିଗଡ଼ (୧୭), ଛତିଶଗଡ଼ (୩୬), ଦିଲ୍ଲୀ (୧୨୫୬), ଗୋଆ (୭), ଗୁଜରାଟ (୮୯୬), ହରିୟାଣା (୨୨୭), ହିମାଚଳ ପ୍ରଦେଶ (୩୩), ଜମ୍ମୁ ଓ କଶ୍ମୀର (୨୫୪), ଝାଡ଼ଖଣ୍ଡ (୨୨), କର୍ଣ୍ଣାଟକ (୨୭୧), କେରଳ (୪୦୦), ଲଦାଖ (୧୭), ମଧ୍ୟପ୍ରଦେଶ (୬୨୪), ମହାରାଷ୍ଟ୍ର (୨୦୦୦), ମଣିପୁର (୨), ଓଡ଼ିଶା (୫୬), ପୁଦ୍ଦୁଚେରୀ (୫), ପଞ୍ଜାବ (୧୧୨), ରାଜସ୍ଥାନ (୧୧୨୧), ତାମିଲନାଡୁ (୧୩୪୧), ତେଲେଙ୍ଗାନା (୪୫୮), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୯), ଉତ୍ତରପ୍ରଦେଶ (୬୮୯) ଓ ପଶ୍ଚିମବଙ୍ଗ (୧୫୧) ।