ଦୁନିଆରେ ଏଭଳି ଗୋଟିଏ ଦେଶ ଯେଉଁଠି ରୁହନ୍ତି ନାହିଁ ମୁସଲମାନ ଧର୍ମାବଲମ୍ବୀ ଲୋକେ ଓ ଏହି ଦେଶର ନାହିଁ କୌଣସି ସୈନ୍ୟ ବାହିନୀ
ଦୁନିଆରେ ଅନେକ ଧର୍ମ ର ଲୋକେ ରହିଛନ୍ତି ଓ ସେମାନେ ନିଜ ନିଜର ଧର୍ମ କୁ ମଧ୍ୟ ଖୁବ୍ ମାନି ଥାଆନ୍ତି । ବିଶ୍ୱରେ ସବୁଠୁ ଅଧିକ ଇଶାଇ ବା ଖ୍ରୀଷ୍ଟ ଧର୍ମ ର ଲୋକେ ଅଛନ୍ତି , ଏହାପରେ ଇସ୍ଲାମ ଧର୍ମାବଲମ୍ବୀ ଲୋକ ଙ୍କ ସ୍ଥାନ ରହିଛି । ମୁସଲମାନ ଲୋକେ ଇସ୍ଲାମ ଧର୍ମାବଲମ୍ବୀ ଅଟନ୍ତି । ଦୁନିଆରେ ସବୁଠୁ ଅଧିକ ମୁସଲମାନ ଲୋକେ ମିଡିଲ ଇଷ୍ଟ ଏସିଆରେ ଅଛନ୍ତି । ମୁସଲମାନ ବହୁଳ ଦେଶ ଗୁଡିକ ମଧ୍ୟରେ ୟୁଏଇ, ସାଉଦି ଆରବ ,ଓମାନ , ଆଫଗାନିସ୍ତାନ , ଇରାନ, ଇରାକ ଭଳି ଦେଶ ରହିଛି । ଏମିତିରେ ଦୁନିଆର ଯେକୌଣସି ଦେଶ କି ଯଦି ଆପଣ ଯିବେ ସବୁଠି ଆପଣଙ୍କୁ ମୁସଲମାନ ସମ୍ପ୍ରଦାୟ ର ଲୋକେ ମିଳିଯିବେ । କିନ୍ତୁ ଆମେ ଆଜି ଗୋଟିଏ ଏଭଳି ଦେଶ କୁ ଜାଣିବା ଯେଉଁଠି ମୁସଲମାନ ଆଦୌ ନାହାନ୍ତି ।
ଦୁନିଆର ଗୋଟିଏ ମାତ୍ର ଦେଶ ଓ ସବୁଠୁ ଛୋଟ ଦେଶ , ସବୁଠୁ ଦେଶ , ଯିଏ କି ବେକ୍ ୱାଟର ଟ୍ରାନ୍ସପୋର୍ଟ ପାଇଁ ପ୍ରସିଧ , ପୋପ୍ ଙ୍କ ଦେଶ , ୟୁରୋପୀୟନ ଦେଶ – ଭାଟିକନ୍ ସିଟି । ଏହା ଅଫିସିଆଲୀ ଦୁନିଆର ସବୁଠୁ ଛୋଟ ଦେଶ ଅଟେ । ଏଠାରେ ଆପଣଙ୍କୁ ଜଣେ ହେଲେ ମୁସଲମାନ ଦେଖିବାକୁ ମିଳିବେ ନାହିଁ । ଏହା ଗୋଟିଏ ଇସାଇ ବହୁଳ ଦେଶ ଓ ଏଠାକାର ରାଷ୍ଟ୍ର ଅଧ୍ୟକ୍ଷ ପୋପ ଅଟନ୍ତି । ଏହାଛଡା ଏଠାରେ ଦୁନିଆର ପ୍ରାୟ ସବୁଠୁ ଅଧିକ ଈଶାଇ ଧର୍ମଗୁରୁ ରହି ଥାଆନ୍ତି । ଏଠାରେ ପୋପ ଙ୍କ ଶାସନ କାରଣରୁ ଏଠାରେ
ଇସ୍ଲାମ ଧର୍ମାବଲମ୍ବୀ ବ୍ୟକ୍ତି ଜଣେ କେହିବି ରୁହନ୍ତି ନାହିଁ ।
୪୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ନିଜର ସୈନ୍ୟ ବାହିନୀ ନାହିଁ । ଏହି ଦେଶ ଟି ଇଟାଲୀ ର ରାଜଧାନୀ ରୋମ୍ ମଧ୍ୟରେ ଅବସ୍ଥିତ । ତେଣୁ ଏହି ଦେଶକୁ ବାହ୍ୟ ଶତ୍ରୁ ନିକଟରୁ ରକ୍ଷା ଇଟାଲୀ ର ସୈନ୍ୟ ସୁଇସ୍ ଗାର୍ଡ କରିଥାଆନ୍ତି ।
ଅନେକ ବର୍ଷ ପୂର୍ବରୁ ଭାଟିକାନ ସିଟି କୁ ରକ୍ଷା କରିବା ପାଇଁ ପୋପ୍ସ ଙ୍କ ଦ୍ଵାରା ଶୁଇସ୍ ମିଶନାରୀ କୁ ପ୍ରସ୍ତୁତ କରାଯାଇ ଥିଲା । ୨୦୧୯ ର ଜନଗଣନା ଅନୁସାରେ ଏଠାକାର ନାଗରିକ ଙ୍କ ସଂଖ୍ୟା ମାତ୍ର ୪୫୩ ଅଟେ ।