Odisha news

ସମଗ୍ର ଦେଶରେ ୫,୨୮,୮୫୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ,୩,୦୯,୭୧୨ ଜଣ ସୁସ୍ଥ,୧୬,୦୯୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ

0

ନୂଆଦିଲ୍ଲୀ: ଜୁନ୍ ୨୮ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୫,୨୮,୮୫୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩,୦୯,୭୧୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୬,୦୯୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୧୯,୯୦୬ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୩,୦୫୧ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୪୧୦ଜଣ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣା ପଡିଛି |

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୫୭ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୯ ଜଣ, ବିହାରରେ ୫୯ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୩ ଜଣ, ଦିଲ୍ଲୀରେ ୨୫୫୮ଜଣ, ଗୋଆରେ ୨ ଜଣ, ଗୁଜରାଟରେ ୧୭୮୯ ଜଣ, ହରିୟାଣାରେ ୨୧୮ ଜଣ, ହିମାଚଳ ପ୍ରଦେଶରେ ୯ ଜଣ, ଜମ୍ମୁ ଓ କଶ୍ମୀରରେ ୯୩ ଜଣ, ଝାଡ଼ଖଣ୍ଡରେ ୧୨ ଜଣ, କର୍ଣ୍ଣାଟକରେ ୧୯୧ ଜଣ, କେରଳରେ ୨୨ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୫୦ ଜଣ, ମହାରାଷ୍ଟ୍ରରେ ୭୨୭୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୮ଜଣ, ପୁଦ୍ଦୁଚେରୀରେ ୧୦ଜଣ, ପଞ୍ଜାବରେ ୧୨୮ ଜଣ, ରାଜସ୍ଥାନରେ ୩୯୧ ଜଣ, ତାମିଲନାଡୁରେ ୧୦୨୫ ଜଣ, ତେଲେଙ୍ଗାନାରେ ୨୪୩ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୩୭ ଜଣ, ଉତ୍ତରପ୍ରଦେଶରେ ୬୪୯ ଜଣ ଏବଂ ପଶ୍ଚମବଙ୍ଗରେ ୬୨୯ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୭୨), ଆନ୍ଧ୍ରପ୍ରଦେଶ (୧୨୨୮୫), ଅରୁଣାଚଳ ପ୍ରଦେଶ (୧୭୭), ଆସାମ (୬୮୧୬), ବିହାର (୮୯୩୧), ଚଣ୍ଡିଗଡ଼ (୪୨୮), ଛତିଶଗଡ଼ (୨୫୪୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୧୭୭) ଜଣ, ଦିଲ୍ଲୀ (୮୦୧୮୮), ଗୋଆ (୧୧୨୮), ଗୁଜରାଟ (୩୦୭୦୯), ହରିୟାଣା (୧୩୪୨୭), ହିମାଚଳ ପ୍ରଦେଶ (୮୯୪), ଜମ୍ମୁ ଓ କଶ୍ମୀର (୬୯୬୬), ଝାଡ଼ଖଣ୍ଡ (୨୩୩୯) କର୍ଣ୍ଣାଟକ (୧୧୯୨୩), କେରଳ (୪୦୭୧), ଲଦାଖ (୯୬୦), ମଧ୍ୟପ୍ରଦେଶ (୧୨୯୬୫), ମହାରାଷ୍ଟ୍ର (୧୫୯୧୩୩), ମଣିପୁର (୧୦୯୨), ମେଘାଳୟ (୪୭), ମିଜୋରାମ (୧୪୮), ନାଗାଲାଣ୍ଡ (୩୮୭), ଓଡ଼ିଶା (୬୩୫୦), ପୁଦ୍ଦୁଚେରୀ (୬୧୯), ପଞ୍ଜାବ (୫୦୫୬), ରାଜସ୍ଥାନ (୧୬୯୪୪), ସିକିମ୍ (୮୭), ତାମିଲନାଡୁ (୭୮୩୩୫), ତେଲେଙ୍ଗାନା (୧୩୪୩୬), ତ୍ରିପୁରା (୧୩୩୪), ଉତ୍ତରାଖଣ୍ଡ (୨୭୯୧), ଉତ୍ତରପ୍ରଦେଶ (୨୧୫୪୯) ଓ ପଶ୍ଚିମବଙ୍ଗ (୧୬୭୧୧ ) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୪୩), ଆନ୍ଧ୍ରପ୍ରଦେଶ (୫୪୮୦), ଅରୁଣାଚଳ ପ୍ରଦେଶ (୫୪), ଆସାମ (୪୫୦୦), ବିହାର (୬୮୪୩), ଚଣ୍ଡିଗଡ଼ (୩୩୫), ଛତିଶଗଡ଼ (୧୯୧୪), ଦାଦର ନଗର ହାୱେଲି (୫୫), ଦିଲ୍ଲୀ (୪୯୩୦୧), ଗୋଆ (୪୨୦), ଗୁଜରାଟ (୨୨୪୦୯), ହରିୟାଣା (୮୪୭୨), ହିମାଚଳ ପ୍ରଦେଶ (୫୦୯), ଜମ୍ମୁ ଓ କଶ୍ମୀର (୪୨୨୫), ଝାଡ଼ଖଣ୍ଡ (୧୭୨୪), କର୍ଣ୍ଣାଟକ (୭୨୮୭), କେରଳ (୨୧୧୦), ଲଦାଖ (୫୫୪), ମଧ୍ୟପ୍ରଦେଶ (୯୯୭୧), ମହାରାଷ୍ଟ୍ର (୮୪୨୪୫), ମଣିପୁର (୪୩୨), ମେଘାଳୟ (୪୨), ମିଜୋରାମ (୫୫) ନାଗାଲାଣ୍ଡ୍ (୧୬୪), ଓଡ଼ିଶା (୪୬୦୬), ପୁଦ୍ଦୁଚେରୀ (୨୨୧), ପଞ୍ଜାବ (୩୩୨୦), ରାଜସ୍ଥାନ (୧୩୩୬୭), ସିକିମ୍ (୪୬), ତାମିଲନାଡୁ (୪୪୦୯୪), ତେଲେଙ୍ଗାନା (୪୯୨୮), ତ୍ରିପୁରା (୧୦୭୧), ଉତ୍ତରାଖଣ୍ଡ (୧୯୧୨), ଉତ୍ତରପ୍ରଦେଶ (୧୪୨୧୫) ଓ ପଶ୍ଚିମବଙ୍ଗ (୧୦୭୮୯) ।

Leave A Reply