ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ଆଜି ୩ କରୋନା ଯୋଦ୍ଧାଙ୍କ ସମେତ ୨୫ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି. କରୋନା ଯୋଦ୍ଧାଙ୍କ ମଧ୍ୟରେ ୨ ଜଣ ସରପଞ୍ଚ ଓ ଡାକ୍ତରଖାନା କର୍ମଚାରୀ ରହିଛନ୍ତି l

କରୋନା ଯୋଦ୍ଧା ୩ ଜଣ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇ ନେବା ନିମନ୍ତେ ଅନୁରୋଧ କରିଛନ୍ତିl  ସମସ୍ତ ଆକ୍ରାନ୍ତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବା ନିମନ୍ତେ ପ୍ରଶାସନ ତରଫରୁ ନିର୍ଦ୍ଦେଶ  ଦିଆଯାଇଛି ବୋଲି ବି ଡି ଓ ସରୋଜ କୁମାର ଦତ୍ତ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here