Odisha news

କରୋନା ଯୋଦ୍ଧା କୁଳମଣି ; ବିଶୋଧନ କରୁଛନ୍ତି ପଚାଂୟତ

0

ପଟ୍ଟାମୁଣ୍ଡାଇ ତା୨୮.୫- ମହାମାରୀ କରୋନାକୁ ନେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । କରୋନା ମୁକାବିଲା କ୍ଷେତ୍ରରେ ଓଡିଶା ସମଗ୍ର ବିଶ୍ୱରେ ରୋଲ ମଡେଲ ସାଜିଛି । କରୋନା ମୁକାବିଲା ପାଇଁ ମୁଖୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଚଂମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରି ଉସôାହିତ କରିଛନ୍ତି । ଏଥି ସହ କରୋନା ଯୁଦ୍ଧରେ ସାମିଲ ହୋଇ ସାମାଜିକ କର୍ତବ୍ୟ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ପଚାଂୟତର ସରପଚଂ କୁଳମଣି ମଳିକ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ।

ବାତ୍ୟା ବନ୍ୟାର ଚୀରସହଚର ବ୍ରାହ୍ମଣୀକୂଳରେ ଅବସ୍ଥିତ ଅମୃତମଣୋହି ପଚାଂୟତକୁ ପ୍ରତିନିଧିତ୍ୱ କରୁଥିବା ଦଳିତ ଯୁବନେତା ଜଣକ ପଚାଂୟତକୁ କରୋନାମୁକ୍ତ କରିବା ପାଇଁ ଶପଥ ନେଇ ଜନସଚେତନତା ସୃଷ୍ଟି କରିବା , ମାସ୍କ ବାଟିଂବା ସମୟରେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବାଟିିଂବା , ସଙ୍ଗରୋଧ କେନ୍ଦ୍ରର ସୁପରିଚାଳନା କରିବା ସର୍ବୋପରି ନିଜେ  ସରପଚଂ କୁଳମଣି ପ୍ରଚଣ୍ଡ ଖରାରେ ପଚାଂୟତର ବିଭିନ୍ନ ଅଚଂଳ ବୁଲି ବିଶୋଧନ କରିବା ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ସୃଷ୍ଟି କରିଛି ।

Nalco

Leave A Reply