Odisha news

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ବାବା ଦିବାକର

0

ବିରିଡିି, ୨୬ା୦୫ ; ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରି କରୋନା ଯୋଦ୍ଧା ସାଜିଥିବା ପୋଲିସ ବାହିନିର ଅଧିକାରୀ ଓ କର୍ମଚାରୀଙ୍କୁ ମଂଗଳବାର ଦିନ ବାଲିଆ ଗ୍ରାମର ଓଡିଆ ଭାଗବତ କଥା ପ୍ରଚାରକ ବାବା ଦିବାକର ଦାସ ସମ୍ମାନିକ କରିଛନ୍ତି

ବାବା ଶ୍ରୀ ଦାସ ବିରିଡି ଥାନାରେ ପହଂଚି ଥାନା ଅଧିକାରୀ ପାରାଓଟୁଡୁ, ଏସଆଇ ଜୀବନ ଲାକ୍ରାଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଉତରିୟ ପ୍ରଦାନ କରିବା ସସହ ମିଷ୍ଠାନ ଦେଇ ସମ୍ମାନୀତ କରିଥିଲେ ଏଥି ସହିତ ହାଜିପୁର ସରପଂଚ ବିମଳ ସେଠୀ, ସମାଜସେବୀ ବିଭୂ ପ୍ରସାଦ ଦାଶଶ, ପବିତ୍ର ମୋହନ ପ୍ରଧାନଙ୍କୁ ମଧ୍ୟ ବାବା ଶ୍ରୀ ଦାସ ଉତରିୟ ଦେଇ ସମ୍ମାନିତ କରିଥିଲେ । ଏଥିରେ ବଂଶିଧର ତ୍ରୀପାଠୀ ଓ ରଂଜିତ ଦାସ, ପ୍ରଦିପ ତରାଇ ସହଯୋଗ କରିଥିଲେ ।

Govt
Leave A Reply