Odisha news

ଘରବାହୁଡା ଶ୍ରମିକଙ୍କୁ ରନ୍ଦାଖାଦ୍ୟ ଦେଲେ ସେ୍ୱଚ୍ଛାସେବୀ

0

ବନ୍ତ :ବନ୍ତ ସଦର ମହକୁମାରେ ଅବସ୍ଥିତ ଶାନ୍ତିୟୁଥ୍‍ କ୍ଲବର ସଭ୍ୟ ମାନେ କରୋନା ଲକ୍‍ ଡାଉନ୍‍ ସମୟରେ ଲୋକ ମାନଙ୍କ ସେବା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତିା ବୁଧବାର ୧୨ ଜଣ ଶ୍ରମିକ ଧାମରାରୁ ଚାଲି ଚାଲି ଠାକୁରମୁଣ୍ଡା ଯାଉଥିବା ବେଳେ ସେମାନଙ୍କୁ ଖାଇବାକୁ ଦେବା ସହ ନିଜସ୍ୱ ଅର୍ଥରେ ଗାଡି ବ୍ୟବସ୍ଥା କରି ଘରକୁ ପଠାଇଥିଲୋ ସେହିପରି ଗୁରବାର ୬ ଜଣ ଶ୍ରମିକ ଭଦ୍ରକ ରାନ୍ଦିଆ ଠାରୁ ଚାଲି ଚାଲି ଠାକୁରମୁଣ୍ଡା ଯାଉଥିବା ବେଳେ ସେମାନଙ୍କୁ ବନ୍ତ ଠାରେ ରନ୍ଦାଖାଦ୍ୟ ଖାଇବାକୁ ଦେଇଛନ୍ତିା ଏଭଳି ମହାନ କାର୍ଯ୍ୟରେୟୁଥ୍‍ କ୍ଲବର ସଭ୍ୟ ଜ୍ୟୋତି ରଞ୍ଜନ ନାୟକ, କାହ୍ନା ନାୟକ, ଆଶିଷ ଚକ୍ରବର୍ତ୍ତୀ, ପ୍ରକାଶ ଜେନା, ଶ୍ୟାମ ସୁନ୍ଦର ସିଂ, ସଂଗ୍ରାମକେଶରୀ ଦାସ ନିୟୋଜିତ ଥିଲୋ

Leave A Reply