Odisha news

ତୈଳ ଦର ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସର ୬ଘଣ୍ଟିଆ ରାସ୍ତାରୋକ

ମହାକାଳପଡ଼ା : ଜାତୀୟ କଂଗ୍ରେସର ନିଷ୍ପତ୍ତି କ୍ରମେ ପ୍ରାଦେଶିକ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ର  ବିଧାୟକ ପ୍ରାର୍ଥୀ ବିଭ୍ରାଶୁଂ ଶେଖର ଲେଙ୍କା ଙ୍କ ନେତୃତ୍ବରେ ଶିଳିପୁର ଠାରେ ଜାତୀୟ  ରାଜପଥ ୫ ନମ୍ବର (କ) କୁ ଅବରୋଧ କରିଥିଲେ ଏବଂ ମହାକାଳପଡ଼ା ବ୍ଲକ କଂଗ୍ରେସ ସଭାପତି କବିନ୍ଦ୍ର ସାମଲ ଙ୍କ ନେତୃତ୍ୱରେ ଜମ୍ବୁ-ମାର୍ଶାଘାଇ କେନାଲ ରାସ୍ତା ଅବରୋଧ କରିବା ସହ କେନ୍ଦ୍ର, ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।ଏହି ପ୍ରତିବାଦ କାର୍ଯ୍ୟ କ୍ରମରେ ପ୍ରମୋଦ କୁମାର ସ୍ୱାଇଁ,ଗୌରାଙ୍ଗ ଦାସ, ନିରାକାର ଜେନା, ହରେକୃଷ୍ଣ ନାୟକ, ପ୍ରତାପ ନାୟକ, ରଘୁନାଥ ସେଠୀ,ରାକେଶ ମହାନ୍ତି, ଙ୍କ ସମେତ କଂଗ୍ରେସ ର ଶତାଧିକ କର୍ମୀ ସାମିଲ ହୋଇଥିଲା ବେଳେ ଶାନ୍ତିପୂର୍ଣ୍ଣ ଭାବରେ ରାସ୍ତାରୋକ କରିଥିଲେ।।

Govt

Comments are closed.