ପଇଡ ପାଣି ରେ ରହିଥାଏ ନେଚୁରାଲ ସୁଗାର –
ପଇଡ ପାଣି ପ୍ରକୃତିରେ ମିଠା ହୋଇଥାଏ, ଯାହାକି ମୁଖ୍ୟତଃ ଭାବରେ ଗ୍ଲୁକୋଜ ଓ ଫ୍ରକଟୋଜ ଭଳି ସୁଗାର ତତ୍ୱ ରହିଥାଏ, ଗୋଟିଏ ମାଧ୍ୟମ ଆକାରର ପଇଡ ପାଣି ରେ ୨୦୦-୨୫୦ ମିଲି ଲିଟର ପାଣି ରହିଥାଏ, ଏହି ମାତ୍ରା ଖୁବ ଅଧିକ ନୁହେଁ, ତଥାପି ଏହାକୁ ସନ୍ତୁଳିତ ମାତ୍ରାରେ ସେବନ କରିବା ଜରୁରୀ l
କଣ ପଇଡ ପାଣି ରେ ସୁଗାର ଲେବୁଲ ବଢିଥାଏ ?
ପଇଡ ପାଣି ରେ ସୁଗାର ମାତ୍ରା କମ ହୋଇଥାଏ ଏବଂ ଏହା ଗୋଟିଏ ଲୋ ଗ୍ଲିସେମିକ ଇଣ୍ଡେକ୍ସ ଯୁକ୍ତ ଡ୍ରିଂକ୍ସ ଅଟେ, ଏହାର ଅର୍ଥ ଏହା ଧୀରେ ଧୀରେ ବ୍ଲଡ଼ ସୁଗାର ବୃଦ୍ଧି କରିଥାଏ, ଯାହାଦ୍ୱାରା ଅଚାନକ ବ୍ଲଡ଼ ସୁଗାର ବୃଦ୍ଧି ହୋଇଥାଏ l
ବିଶେଷ ଭାବରେ ମଧୁମେହ ରୋଗୀଙ୍କ ପାଇଁ ଏହା ଜରୁରୀ ଅଟେ କି ପଇଡ ପାଣି ମଧ୍ୟ ଅଧିକ ମାତ୍ରାରେ ସେବନ କରିବା ଜରୁରୀ ନୁହେଁ l
ମଧୁମେହ ରୋଗୀ ପଇଡ ପାଣି ପଇଡ ପାଣି ପିଇବାର ଲାଭ –
-ଏଥିରେ ପୋଟାସିୟମ, ମଗ୍ନେଶୀୟମ, କ୍ୟାଲସିୟମ ଭଳି ତତ୍ୱ ରହିଥାଏ, ଯାହା ହୃଦୟ ଓ ମାଂସପେଶୀ ପାଇଁ ଖୁବ ହିତକର ହୋଇଥାଏ l
– ପଇଡ ପାଣି ରେ ଫ୍ୟାଟ ରହି ନଥାଏ ଏବଂ କ୍ୟାଲୋରୀ ମଧ୍ୟ ଖୁବ କମ ରହିଥାଏ ତେଣୁ ଓଜନ ବୃଦ୍ଧି ହୋଇନଥାଏ l ତେଣୁ ଓଜନ ନିୟନ୍ତ୍ରଣ ହୋଇଥାଏ l
– କିଛି ଅଧ୍ୟୟନ ରେ କୁହାଯାଇଛି ଯେ ପଇଡ ପାଣି ରେ ଥିବା ଆଣ୍ଟିଆକ୍ସିଦାଣ୍ତ ଶରୀରକୁ ସନ୍ତୁଳିତ କରିଥାଏ ଏବଂ ତ୍ୱଚା ରେ ଚମକ ଆଣିଥାଏ l