ନୂଆଦିଲ୍ଲୀ : ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଚୀନ୍ କୁ ମେଲେରିଆ ମୁକ୍ତ ଘୋଷିତ କରିଛି । ଏହି ମାନ୍ୟତା ଚୀନ୍ କୁ ଜୁନ୍ ୩୦ତାରିଖ ରେ ମିଳିଛି । ମେଲେରିଆ କୁ ସମାପ୍ତ କରିବା ପାଇଁ ତାକୁ ୭୦ ବର୍ଷ ଲାଗିଲା । ୧୯୪୦ ରୁ ପ୍ରତେକ୍ ବର୍ଷ ଚୀନ୍ ରେ ମେଲେରିଆ କୁ ନେଇ ୩କୋଟି ମାମଲା ଡର୍ଜ ହୋଇଥାଏ ।
କିନ୍ତୁ ବର୍ତ୍ତମାନ୍ ୪ ବର୍ଷ ହେଲାଣି ଚୀନ୍ ରେ ଗୋଟିଏ ମଧ୍ୟ ମେଲେରିଆ ରୋଗୀ ଘରୋଇ ଭାବରେ ଚିହ୍ନଟ ହେଉ ନାହାନ୍ତି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମେଲେରିଆ ରୁ ମୁକ୍ତି ପାଇଥିବା କାରଣରୁ ଚୀନ୍ କୁ ସମ୍ବର୍ଦ୍ଧନା ଜଣାଇଛି । ଚୀନ୍ ପକ୍ଷରୁ କୁହାଯାଇଛି ଯେ ଏହା କଠିନ ପରିଶ୍ରମ ଦ୍ଵାରା ହାସଲ ହୋଇଛି । ଚୀନ୍ ସେହି ଦେଶ ମାନଙ୍କ ମଧ୍ୟରେ ସାମିଲ ହୋଇଗଲା ଯେଉଁ ମାନେ ମେଲେରିଆ ମୁକ୍ତ ହୋଇଛନ୍ତି ।
Comments are closed.