Odisha news

ସ୍କୁଲ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

0

ଭୁବନେଶ୍ୱର, ୩ ଜୁନ : ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଖର୍ଚ୍ଚ ସ୍କୁଲ ପିଲାଙ୍କୁ ଦିଆଯିବ । ଏହି କାର୍ଯ୍ୟକ୍ରମରେ ନୋଡ଼ାଲ ଅଫିସର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ମାର୍ଚ୍ଚ ୧୬ ତାରିଖରୁ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ରୋଷେଇ ଖର୍ଚ୍ଚ ପିଲାମାନଙ୍କୁ ନତୁବା ସେମାନଙ୍କର ଅଭିଭାବକ ମାନଙ୍କୁ ବ୍ୟାଙ୍କ ଆକାଉଂଟରେ ଟଙ୍କା ଜମା କରାଯିବ । ପ୍ରାଥମିକ ପିଲାମାନଙ୍କ ପାଇଁ ୪୭୯ ଟଙ୍କା ଏବଂ ଅପର ପ୍ରାଇମେରୀ ପିଲାମାନଙ୍କ ପାଇଁ ୭୧୭ ଟଙ୍କା ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.