Odisha news

ସ୍ଲାଗ-ହେନ୍ତାଳ ଗଛ ବୁଦା ମୂଳରୁ ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ହେନ୍ତାଳ ବୁଦା ମୂଳରୁ କନ୍ୟା ସନ୍ତାନ ଉଦ୍ଧାର, ଏଭଳି ଏକ ଅଭାବ ନୀୟ ଘଟଣା ଦେଖିବାକୁ ମିଳିଛି, କେନ୍ଦ୍ରାପଡା ଜିଲ୍ଲା ମାହାକଳାପଡା ବ୍ଲକ ଅଲାଇଲୋ ପଂଚାୟତ ର ଓରତ ବ୍ରିଜ ନିକଟରୁ ଏକ ନବଜାତ ଶିଶୁ କନ୍ୟା ର କୁଆଁ କୁଆଁ ଶବ୍ଦ ଶୁଣି ସେହି ପଥ ଦେଇ ଯାଉଥିବାଅଲାଇଲୋ ଗ୍ରାମର ରମାକାନ୍ତ ସେଠୀ  ନବ ଜାତ ଶିଶୁ କନ୍ୟା କୁ ଉଦ୍ଧାର କରି ଘରକୁ ନେଇ ଥିଲେ, ପରେ ସ୍ଥାନୀୟ ଲୋକମାନେ ଶିଶୁ ସୁରକ୍ଷା ବିଭାଗ, କେନ୍ଦ୍ରାପଡା କୁ ଖବର ଦେବା ପରେ ବିଭାଗ ଶୁଶୁ କନ୍ୟାକୁ ଉଦ୍ଧାର କରିଛନ୍ତି, ତେବ କେହି ଦୃବୁତ ଏହି ନବ ଜାତ ଶିଶୁ କନ୍ୟା କୁ କେହି ହତାଦାର କରି ରାସ୍ତା ପାଶ୍ୱର୍ରେ ଛାଡି ଦେଇ ଥିବା ଜଣା ପଡ଼ିଛି,

Comments are closed.