Odisha news

ସୁନାମି ରୁ ବଞ୍ଚିବା ପାଈଁ ସମ୍ରାଭ୍ୟାସ ଓ ସଚେତନତା କର୍ମଶାଳା…

0
ଚିକିଟି, ସମୁଦ୍ର ଉପକୁଳ ପାତିସୁନାପୁର ଗ୍ରାମଇ ସୁନାମି ସମ୍ପର୍କିତ ସଚେତନତା ଓ ସମ୍ରାଭ୍ୟାସ ଅନୁଷ୍ଠିତ ହୋଇଯାଇଛି | ଏଥିରେ କୁଳ ଗ୍ରାମର ପ୍ରାୟ ଶହେରୁ ଅଧିକ ପୁରୁଷ ଓ ମହିଳା ଯୋଗ ଦେଇ ସୁନାମି ସମଉରେ କିପରି ନିଜକୁ ରକ୍ଷା କରିବା ସହିତ ଅନ୍ୟକୁ ସାହାଯ୍ୟ କରି ବଞ୍ଚେଇ ପରିବା ସେନେଇ ସଚେତନ ହୋଇଥିଲେ | ଓଦ୍ରାଫ ଓ ଅଗ୍ନିଶମ ବାହିନୀ ଯୋଗଦେଇ ଲୋକଙ୍କୁ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ | ବିଡ଼ିଓ ପ୍ରମୋଦ କୁମାର ନାୟକ , ଏବିଡ଼ିଓ ଚକ୍ରପାଣି ପ୍ରଧାନ, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ, ବ୍ଲକ ମତ୍ସ୍ଯ ସାମ୍ପ୍ରସାରଣ ଅଧିକାରୀ, ବ୍ଲକ କଲ୍ୟାଣ ଅଧିକାରୀ, ସମସ୍ତ ଲାଇନ ଡିପାର୍ଟମେଣ୍ଟ , ଓଡ଼ସମା ର ଅଧିକାରୀ ମାନେ ଯୋଗ ଦେଇଥିଲେ |
Nalco
Leave A Reply