Odisha news

ହାତରେ ଝାଡୁ ଧରି କାର୍ଯ୍ୟାଳୟ ପରିସର ସଫେଇ କଲେ ଉପଜିଲ୍ଲାପାଳ

0

ଛତ୍ରପୁର ୨/୧୦; ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଛତ୍ରପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ହାତରେ ଝାଡୁ ଧରି ନିଜ କାର୍ଯ୍ୟାଳୟ ସଫା ସୁତରା କରିଥିଲେ । ଏଥିରେ ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ ଦୋରା, ଅଶୋକ ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା, ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥୀ ଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟାଳୟ ପରିସରର ସଫେଇ କରିବାସହ କୋଭିଡ ରୁ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ସଚେତନତା କରିଥିଲେ ।

Nalco
Leave A Reply