ଭୁବନେଶ୍ୱର : ୧୦ ଅପ୍ରେଲ,୨୦୨୦ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପ ହର୍ଷ ବର୍ଦ୍ଧନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ
ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍ ଡାଉନ ଅବଧିକୁ ଏପି୍ରଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଘୋଷଣା ସମ୍ପର୍କରେ ଅବଗ ଲକ୍ ଡାଉନ ଅବଧିକୁ ବୃଦ୍ଧି କରିବା କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ମତ ଏଚ୍ସିକୁ୍ୟଏସ୍ ଟାବଲେଟ,
ଦାସ ଦାବୀ କରିଛନ୍ତି । ଏହା ସହି ଯୋଗାଇ ଦିଆଯିବା ସହ ଆରଟିପିସି ଜରୁରୀ ତାହା ଆବଶ୍ୟକ ମୁତାବକ ଯୋଗାଇ ହଜାର ଆରଏନ୍ଏ ର ଆବଶ୍ୟକତା ରହିଛି । ଏହାର ଯୋଗାଣ ସୁନିଶ୍ଚି ଶ୍ରୀଯୁକ୍ତ ଦାସ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ, ବହୁଳ ଅଞ୍ଚଳମାନଙ୍କରେ ସ୍ୱତନ୍ତ୍ର ଆଗୁଆ ପଦକ୍ଷେପ ତିଆରି କରନ୍ତୁ । ଓଡ଼ିଶାାରେ ଯେହେ ପା=ି ଆର୍ଥିକ ସହାୟତା ଓଡ଼ିଶାକୁ ଦିଆଯାଉ । ଶ୍ରୀ ଦାସ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବୀ କରିଥିଲେ ଯେ, ଓ ଅନ୍ୟାନ୍ୟ ଜାଗାରେ କୋଭିଡ୍ ଦିଆଯାଉ ଏବଂ ବାଲେଶ୍ୱର ଏମ୍ସ ସାଟେଲାଇଟ୍ ହସ୍ପିଟାଲ୍
ନିଆଯାଉ । ଏଠରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ରାଜ୍ୟକୁ ୪୬.୩୫ କୋଟି
ଟଙ୍କାର ଆର୍ଥିକ ସହାୟତାର ଘୋଷଣା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତିା