କାର୍ବୋହାଇଡ୍ରେଟ ଗୋଟିଏ ଏଭଳି ନିୟୁଟ୍ରିଏଣ୍ଟସ ଯାହାର ପ୍ରଭାବ କୁ ସାଧାରଣ ଭାବରେ ଶରୀରର ର ଖଳନାୟକ ଭାବରେ ଦେଖାଯାଇଥାଏ l ବିଶେଷ ଭାବରେ ଯେଉଁ ବ୍ୟକ୍ତିମାନେ ଓଜନ ହ୍ରାସ କରିବାକୁ ଚାହୁଁ ଥାଆନ୍ତି ସେମାନଙ୍କୁ କାର୍ବୋହାଇଡ୍ରେଟ ଖାଦ୍ୟ ଠାରୁ ଦୁରେଇ ରହିବାକୁ କୁହାଯାଇଥାଏ, କିନ୍ତୁ ଭାରତର ବିଶେଷଜ୍ଞ ମାନେ ଗୋଟିଏ ଅଧୟନ ଦ୍ୱାରା କହିଛନ୍ତି ଯେ ଏହା ଭୁଲ ଅଟେ ଏବଂ କାର୍ବୋହାଇଡ୍ରେଟ ଖାଦ୍ୟ ଦ୍ୱାରା ୫ଟି ଭଲ ଲାଭ ମଧ୍ୟ ମିଳିଥାଏ l
ଆମକୁ କାର୍ବୋହାଇଡ୍ରେଟ ଖାଦ୍ୟ ର କାହିଁକି ଆବଶ୍ୟକତା ରହିଛି –
* କାର୍ବୋହାଇଡ୍ରେଟ ଖାଦ୍ୟ ଦ୍ୱାରା ମସ୍ତିଷ୍କ କୁ ମିଳିଥାଏ ଇନ୍ଧନ –
କାର୍ବୋହାଇଡ୍ରେଟ ଏନର୍ଜି ରେ ପ୍ରାଇମେରୀ ସୋର୍ସ ରହିଥାଏ ଯାହାର ବ୍ୟବହାର ଆପଣଙ୍କୁ ଶରୀର , ମସ୍ତିଷ୍କ , ମାଂସପେଶୀ ଓ ଶରୀରର ବିଭିନ୍ନ ଅଙ୍ଗ କୁ ଶକ୍ତି ମିଳିଥାଏ l ଆମେ ଯଦି ନିଜ ଖାଦ୍ୟରେ ଉଚିତ ମାତ୍ରା ର କାର୍ବୋହାଇଡ୍ରେଟ କୁ ସାମିଲ କରିବା ତେବେ ଆପଣଙ୍କୁ ଉର୍ଜାବାନ ରହିବାରେ ସାହାଯ୍ୟ ମିଳିବ l ନଚେତ ଶରୀର ଥକା ଲାଗିବ l
* କାମ କରିବା ପାଇଁ ଫୁର୍ତି ଲାଗିବ –
ପ୍ରୋଟିନ ର ସେବନ ସାଧାରଣ ଭାବରେ ବ୍ୟାୟାମ କରିବା ପୂର୍ବରୁ ସେବନ କରିବା ଜରୁରୀ, ପ୍ରୋଟିନ ସହିତ କାର୍ବୋହାଇଡ୍ରେଟ କୁ ମିଳିତ ଭାବରେ ସେବନ କରିବା ଦ୍ୱାରା ଓଜନ ହ୍ରାସ ରେ ସୁଧାର ହୋଇଥାଏ l କାର୍ବୋହାଇଡ୍ରେଟ ଶରୀର କୁ ଇନ୍ଧନ ଯୋଗାଇଥାଏ l
* ପୋଷଣ ଯୋଗାଇଥାଏ –
ଫଳ ଓ ପରିବା ଆବଶ୍ୟକ ଆବଶ୍ୟକ ପୋଷାକ ତତ୍ୱ ର ସର୍ବୋତମ ସ୍ରୋତ ଅଟେ, ଏବଂ ଅଧିକାଂଶ ଫଳ, ଵନିବାରିବା ଓ ଶସ୍ୟ କାର୍ବୋହାଇଡ୍ରେଟ ରେ ଭରପୁର ହୋଇଥାଏ, ସେଥିପାଇଁ ଏହିଭଳି ଖାଦ୍ୟ କୁ ନିୟମିତ ସେବନ କରନ୍ତୁ ଏବଂ ଶରୀରକୁ ପୋଷାକ ତତ୍ୱ ଯୋଗନ୍ତୁ l
* ଭଲ ଡାଇଜେସନ ପାଇଁ –
ଫାଇବର ଗୋଟିଏ ପ୍ରକାରର କାରବାହାଇଡ୍ରେଟ ଅଟେ ଯାହା ଆପଣଙ୍କ ପାଚନ ପାଇଁ ନିହାତି ଜରୁରୀ l ପର୍ଯ୍ୟାପ୍ତ ମାତ୍ରା ରେ କାର୍ବୋହାଇଡ୍ରେଟ ସେବନ କରିବା ଦ୍ୱାରା ମଧ୍ୟ ପାଚନ ସମ୍ବନ୍ଧିତ ଅନେକ ସୁବିଧା ମିଳିଥାଏ l
* ଆପଣଙ୍କୁ ଅଧିକ ଖାଦ୍ୟ ଖାଇବା ରୁ ଦୁରେଇ ରହିବା ଆବଶ୍ୟକ –
କାର୍ବୋହାଇଡ୍ରେଟ ଆପଣଙ୍କ ବ୍ଲଡ଼ ସୁଗାର ସ୍ତର କୁ ଓ ଭୋକ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ ମିଳିଥାଏ, ଏହାଦ୍ୱାରା ଆପଣଙ୍କ କ୍ରୋବିଙ୍ଗ କୁ ଅଟକାଇବାରେ ସାହାଯ୍ୟ ମିଳିଥାଏ l ପର୍ଯ୍ୟାପ୍ତ ମାତ୍ରାରେ କାର୍ବୋହାଇଡ୍ରେଟ ସେବନ ନକରିବା ଦ୍ୱାରା ଭୋକ ତୀବ୍ରତା କୁ ନିୟନ୍ତ୍ରଣ କରିଥାଏ ଏବଂ ଅଧିକ ସେବନ କରନ୍ତୁ l