Odisha news

କାନ୍ସ ଫିଲ୍ମ ଫେଷ୍ଟିଭାଲ ରେ ପ୍ରାଧନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଫଟୋ ର ନେକଲେସ ଜିଣିଲା ସମସ୍ତ ଙ୍କ ମନ 

0
କାନ୍ସ ଫିଲ୍ମ ଫେଷ୍ଟିଭାଲ ରେ ବଲିଉଡ ଅଭିନେତ୍ରୀ ଙ୍କ ର ଜଲବା ଦେଖିବାକୁ ମିଳିଥାଏ l ଚଳିତ ବର୍ଷ କାନ୍ସ ଫେଷ୍ଟିଭାଲ ରେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳିଛି l ୨୦୨୩ ରେ ମିସ ହରିୟାଣା ହୋଇଥିବା ରୁଚି ରାଜସ୍ଥାନୀ ପୋଷାକ ପିନ୍ଧି ଥିଲେ ଏବଂ ତା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଫଟୋ ଚିତ୍ର ଥିବା ନେକଲେସ ପିନ୍ଧି ଥିଲେ l
ରୁଚି କାନ୍ସ ରେ କହିଛନ୍ତି ଯେ ଏହି ନେକଲେସ ଟି ଖୁବ ମୂଲ୍ୟବାନ ମୋ ପାଇଁ l ମୂଲ୍ୟବାନ ଧାତୁ ର ହାର ଠାରୁ ମଧ୍ୟ ମୂଲ୍ୟବାନ l ଏବଂ ଦୁନିଆରେ ଭାରତର ଛବି କୁ ଡିଫାଇଣ୍ଡ କରିଛନ୍ତି l ମୁଁ ସେହି ଡିଫାଇଣ୍ଡ କୁ ନେଇ ନିଜ ସହିତ କାନ୍ସ ରେ ଚାଲିବାକୁ ଚାହୁଁଥିଲି l ଏହା ମୋ ପାଇଁ ଗୋଟିଏ ଗୌରବାନ୍ୱିତ ସମୟ ଅଟେ l
ଏହାଦ୍ୱାରା ମୁଁ ଜଣେ ସୁଦକ୍ଷ ପ୍ରଧାନମନ୍ତ୍ରି ଙ୍କ ନେତୃତ୍ୱ ଦେଶରେ ରହୁଛି l ଏହା ମୋ ପାଇଁ ଖୁବ ମହତ୍ୱପୂର୍ଣ ସମୟ ଅଟେ l
Leave A Reply