ନୂଆଦିଲ୍ଲୀ : ଉଦ୍ୟୋଗ ଓ ଅଟୋମେଶନ ଖୁବ୍ ଦୃତ ଗତିରେ ହେଉଛି । ବିଶେଷ ଭାବରେ ଟେକ୍ନୋଲୋଜି କାଲ କମ୍ପାନୀ , ଭାରତୀୟ ସଫ୍ଟ ଓୟାର୍ କମ୍ପାନୀ ଯାହା ୧୬ମିଲିୟନ ଲୋକଙ୍କୁ ଚାକିରୀ ଦେଇଥାଏ ତାହା ୩ମିଲିୟନ ହୋଇଯିବ ୨୦୨୨ସୁଦ୍ଧା , ଏହା ତାଙ୍କୁ ୧୦୦ ବିଲିଅନ୍ ଆମେରିକୀୟ ଡଲାର ସଞ୍ଚୟ କରିବା ପାଇଁ ସାହାଯ୍ୟ କରିବ । ନେଷ୍କମ୍ ର ତଥ୍ୟ ଅନୁସାରେ , ଘରୋଇ IT କ୍ଷେତ୍ରରେ ପାଖାପାଖି ୧୬ମିଲିୟନ କାର୍ଯ୍ୟରତ ଅଛନ୍ତି , ସେଥିରେ ୯ ମିଲିୟନ କମ୍ କୁଶଳ ସେବା ଓ ବିପିଓ ରେ ଚାକିରି କରି ଥାଆନ୍ତି । ୨୦୨୨ ସୁଧା ଏଥିରେ ୩୦ପ୍ରତିଶତ ପାଖାପାଖି ୩ମିଲିୟନ ର କ୍ଷତି ହେବ ।
ଆମେରିକା ରେ ଏହାର ପ୍ରଭାବ ୧ମିଲିୟନ ଚାକିରୀକୁ ପ୍ରଭାବିତ କରିବ । ବୁଧବାରଦିନ ବ୍ୟାଙ୍କ୍ ଅଫ ଆମେରିକା ପକ୍ଷରୁ କୁହାଯାଇଛି ଯେ ଭାରତ ଆଧାରିତ ସଂଶଧନ ପାଇଁ ପ୍ରତିବର୍ଷ ୨୫,୦୦୦ ଆମେରିକୀୟ ଡଲାର ଓ ଆମେରିକୀୟ ସଂଶଧନ୍ ପାଇଁ ୫୦, ୦୦୦ ଡଲାର ପାଖାପାଖି କର୍ମଚାରୀ ଙ୍କୁ ବାର୍ଷିକ ବେତନ ଓ କର୍ପୋରେଟ ପାଇଁ ସମ୍ବଧିତ ଖର୍ଚ୍ଚ ପାଖାପାଖି ୧୦୦ବିଲିଅନ୍ ଆମେରିକୀୟ ଡଲାର ଜାରୀ କରିବ ।
TCS , ଇମ୍ଫୋଷିସ , ୱିପ୍ରୋ , ଏଚସିଏଲ୍, ପ୍ରଭୃତି କମ୍ପାନୀ ଗୁଡ଼ିକର ଅପ୍ ସ୍କିଲିଂ କାରଣରୁ ୨୦୨୨ପର୍ଯ୍ୟନ୍ତ କମ୍ କୁଶଳ ଭୂମିକାରେ ୩ ମିଲିୟନ କମ୍ ଯୋଜନା ରଖିଛନ୍ତି । ୨୦୨୨ଭିତରେ ନୂଆ ସାଫ୍ଟ ଓୟାର ଗୁଡିକରେ ୫ବିଲିଅନ୍ ଆମେରିକୀୟ ଡଲାର ର ଅବସର ପ୍ରଦାନ କରାଯିବ । ଏହାକୁ ଦେଖି ରୋବୋଟ ୨୪ ଘଣ୍ଟା କାମ କରିପାରିବେ । ଏହା ମାନବ ଶ୍ରମ ତୁଳନାରେ ୧୦.୧ ପ୍ରତିଶତ ମହତ୍ତ୍ୱପୂର୍ଣ୍ଣ ବଚତ ର ପ୍ରତିନିଧିତ୍ଵ କରିବ ।
RPA ( ରବୋଟ ପ୍ରୋସେସ ଅଟୋମେଶନ ) ସଫ୍ଟ୍ ଓୟର ର ଆନୁପ୍ରୟୋଗ ଅଟେ , ଭୌତିକ ରୋବୋଟ୍ ନୁହେଁ । ନିୟମିତ ଉଚ୍ଚ ମାତ୍ରାର କାର୍ଯ୍ୟକୁ କରିବା ପାଇଁ , କର୍ମଚାରୀ ମାନଙ୍କୁ ଅଧିକ ମାତ୍ରା ର କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଅନୁମତି ଦେଇଛି । ଏହା ସାମାନ୍ୟ ସଫ୍ଟ ଓୟର୍ ଠାରୁ ଅଲଗା ଅଟେ କାରଣ ଏହା କର୍ମଚାରୀ ମାନଙ୍କୁ ନକଲ କରିଥାଏ ।
ଅଫ୍ସୋରିଂ ଘରୋଇ IT କ୍ଷେତ୍ରକୁ ୧୯୯୮ ରେ ସଫଳ ଘରୋଇ ଉତ୍ପାଦନ କୁ ପାଖାପାଖି ୧ପ୍ରତିଶତ ରୁ ବଢାଇ ୭ ପ୍ରତିଶତରେ ପହଞ୍ଚାଇଛି । ଏହା ବାର୍ଷିକ ରାଜସ୍ବ ବୃଦ୍ଧି ସହିତ ନିଜର ପଶ୍ଚିମ ସେଥି ମାନଙ୍କୁ ମଧ୍ୟ ପଛରେ ଛାଡି ଦେଇଛି । ୨୦୦୫ ରୁ ୨୦୧୯ ମଧ୍ୟରେ ୧୮ପ୍ରତିଶତ ଆର୍ପିଏ ସଂଚଳିତ ଚାକିରୀ ହରାଇବାର ଆଉ ଗୋଟିଏ କାରଣ ଅଟେ । ଅଧିକାଂଶ ଦେଶରେ ନିଜ ଘରୋଇ କ୍ଷେତ୍ରରେ ଚାକିରୀ ହରାଇଥିବା , ସେମାନେ ନିଜ କ୍ଷେତ୍ରରେ ଚାକିରୀ ପାଇବାର ସମ୍ଭାବନା ରହିଛି ।।
ବିକଶିତ ଦେଶ ଗୁଡ଼ିକ ଦୃତ ଗତିରେ ଚାକିରି ପାଇବା ପାଇଁ ସ୍ଥିର ନିଶ୍ଚିତ କରି ପାରିବେ । IT ଶ୍ରମିକ ଓ ଘରୋଇ ସାଫ୍ଟ୍ ଓୟାର କମ୍ପାନୀ ଗୁଡିକରେ ନିଜର ଡିଜିଟାଲ ଆପୂର୍ତି ଶୃଙ୍ଖଳାକୁ ସୁରକ୍ଷିତ କରିବା ଓ ନିଜର ଭବିଷ୍ୟତ କୁ ସୁରକ୍ଷିତ କରିବା ପାଇଁ ଏହା ଗୋଟିଏ ସୁଯୋଗ ।
ଶାଫ୍ଟ ଓୟାର ୧୯୭୦ – ୧୯୮୦ ଦଶକରେ ଆରମ୍ଭ ହୋଇଥିଲା, ଯାହା ବର୍ତ୍ତମାନ୍ ଉଦ୍ୟୋଗ କ୍ଷେତ୍ରରେ ଘରୋଇ କମ୍ପ୍ୟୁଟର ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସ୍ଥିର କରି ସରିଛି ଯେତେବେଳେ ଉଦ୍ୟୋଗ ବ୍ୟବସାୟୀ ଗଣ ବ୍ୟବସାୟ ଉଦାରୀକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । କିନ୍ତୁ ବର୍ତ୍ତମାନ୍ ସ୍ଥିତିରେ ଜର୍ମାନୀ , ଭାରତ , ଋଷ , ଥାଇଲ୍ୟାଣ୍ଡ , ଚୀନ୍ , କୋରିଆ , ବ୍ରାଜିଲ ଓ ମାଲେସିଆ ପ୍ରଭୃତି ପ୍ରମୁଖ ଅର୍ଥ ବ୍ୟବସ୍ଥା ଶ୍ରମର କମିକୁ ସାମ୍ନା କରିବାକୁ ପଡିପାରେ । ଏହି ରିପୋର୍ଟ ରେ ଚେତାବନୀ ଦିଆଯାଇଛି ଯେ ଦକ୍ଷିଣ ଆଫ୍ରିକା , ଗ୍ରୀସ୍ , ଇଣ୍ଡୋନେସିଆ ଓ ଫିଲିପାଇନ୍ସ ପାଇଁ ଆସନ୍ତା ୧୫ବର୍ଷ ପାଇଁ ଅଧିସେସ ଶ୍ରମ ହେବ ।
ଏହି ଗବେଷଣା ରେ କୁହାଯାଇଛି ଯେଏହି ଅର୍ଥ ବ୍ୟବସ୍ଥା ଦ୍ଵାରା ଅଧିକାଂଶ ଭାରତୀୟ ଓ ଚୀନ୍ ସଂଚଳିତ ପ୍ରଦ୍ୟୋଗିକ ପ୍ରଭାବିତ ହେବେ । ଏହା କେନିୟା ଓ ବଙ୍ଗଳା ଦେଶର ୮୫ ପ୍ରତିଶତ ଚାକିରୀକୁ ପ୍ରଭାବିତ କରିପାରେ । ଭାରତ ଓ ଚୀନ୍ ଅଧିକ ଅସୁବିଧା ଘେରରେ ରହିଛନ୍ତି , ଯେବେକି ଜାପାନ କମ୍ ଅସୁବିଧା ରେ ରହିଛି । ତେଣୁ ଚାକିରୀ ପାଇଁ ବର୍ତ୍ତମାନ୍ ଗୋଟିଏ ଚିନ୍ତା ଜନକ ପରିସ୍ଥିତି ଦେଖାଯିବ । ସବୁଠୁ ଚିନ୍ତାର କାରଣ ଏହା ଅଟେ ଯେ ବିନିର୍ମାନ କ୍ଷେତ୍ରରେ ଲଘୁ / ମଧ୍ୟମ ପ୍ରକୃତି କାରଣରୁ ବର୍ତ୍ତମାନ୍ ସ୍ଥିତିରେ ଚାକିରୀ ଇଚ୍ଛାରେ ପାଇବା ଗୋଟିଏ ବଡ଼ ଅସୁବିଧା ।

Comments are closed.