ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ‘ବୋଜୋ’ ବୋରିସ୍ ଜନସନ୍ କ୍ୱାରାଣ୍ଟିନ୍ ନିୟମର ପକ୍ଷପାତୀ । ତାଙ୍କ ମତରେ କରୋନାଭାଇରସ୍କୁ ଦୂରେଇ ରଖିବା ତଥା ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଏହା ଜରୁରୀ। ତେଣୁ ବିଟ୍ରେନକୁ ଆସୁଥିବା ଲୋକଙ୍କୁ ଏଣିକି ଦୁଇ ସପ୍ତାହ କ୍ୱାରାଣ୍ଟିନ୍ରେ ରହିବାକୁ ପଡ଼ିବ ନଚେତ୍ ଜରିମାନା ଗଣିବେ । କିନ୍ତୁ ଏ ନିୟମକୁ ନିରର୍ଥକ କହିେ ବ ð ଜ୍ଞ । ନ ି କ ମ । େ ନ ସମାଲୋଚନା କରିଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ବାସଭବନ ୧୦ ଡାଉନିଂ ଷ୍ଟି୍ରଟ୍ର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ମଧ୍ୟ ନିଜକୁ ଏହି ନିୟମ ଠାରୁ ଦୂରେଇ ରଖିବେ । ବିଶେଷଜ୍ଞଙ୍କ ମତରେ ଏ ନିୟମ ଅନ୍ତର୍ରାଷ୍ଟ୍ରୀୟ ପର୍ଯ୍ୟଟନ ଶିଳ୍ପ ପ୍ରତି ବିପଦ ସୃଷ୍ଟି କରୁଛି । ଏବେ ଏହାକୁ ଲାଗୁ କରିବାର ସମୟ
ନୁହେଁ । ଜନସାଧାରଣଙ୍କ ସ୍ୱାସ୍ଥ୍ୟର ମାପକ ଭାବେ ଏହାର କୌଣସି ଅର୍ଥ ନାହିଁ । ସଂକ୍ରମଣ ଆଶଙ୍କା ଅଧିକ ଥିଲେ ବାହାରୁ ଆସୁଥିବା ଲୋକଙ୍କୁ କ୍ୱାରାଣ୍ଟିନ୍ କରିବା ଏକ ଭଲ ବ୍ୟବସ୍ଥା । କିନ୍ତୁ କିଛି ହାତଗଣତି ମାମଲା ସାମ୍ନାକୁ ଆସୁଥିବା ଦୃଷ୍ଟିରୁ ଏହାର କିଛି ଅର୍ଥ ନାହିଁ । ବ୍ରିଟେନ୍କୁ ଆସିବାକୁ ଚାହୁଁଥିବା ଲୋକଙ୍କୁ ଏ ନିୟମ
ନିରୁତ୍ସାହିତ କରିବ ବୋଲି ଟ୍ରାଭେଲ ଓ ଟୁରିଜମ୍ ସେକଫର ପକ୍ଷରୁ କୁହାଯାଇଛି । ବେସରକାରୀ ବିମାନ ସେବା ଓ ପର୍ଯ୍ୟଟନ କମ୍ପାନି ଗୁଡ଼ିକ ଏ ନିୟମ ବିରୋଧରେେ ୱଡିଙ୍ଗ୍ ଡେ‘କୁ ସ୍ପେସାଲ କରିବା ପାଇଁ ପାକିସ୍ତାନୀ କନ୍ୟା ଏକ ସୁନ୍ଦର ରେଡ୍ ଲେହେଙ୍ଗା ପିନ୍ଧିଥିଲେ ଯାହା ଉପରେ ରିଚ୍ କ୍ରିଷ୍ଟଲ୍, ସିଲଭର୍ ସିକେ୍ୱନ୍ସ ଓ ଥ୍ରେଡ୍ ୱର୍କ କରାଯାଇଥିଲା । ଏହି ଲେହେଙ୍ଗା ଭାଇରାଲ ହେବାର କାରଣ ଏହାର ଟେଲ୍ ଡିଜାଇନ୍ ଖୁବ୍ ଲମ୍ବା । ଏହି ଭାଗକୁ ହାଲ୍କା ରଖିବା ପରିବର୍ତ୍ତେ ପୂରା ଏମ୍ବୋଡରି କାମ କରାଯାଇଥିଲା । ଏହାର ଓଜନ ଥିଲା ୧୦୦ କିଲୋ । କେତେକେ ପରିହାସରେ ମନ୍ତବ୍ୟ ଦେଇଥିଲେ, କନ୍ୟା ଲେହେଙ୍ଗା ପିନ୍ଧିଛି ନା ଲେହେଙ୍ଗା କନ୍ୟାକୁ ? କ୍ୱିଣ୍ଟାଲ ଓଜନର େୱଡିଙ୍ଗ୍ ଲେହେଙ୍ଗା ଇଟାଲିର ଗୋଟିଏ ଗାଁ ‘ଫ୍ରେବ୍ରିସ୍ ଡି କେରିନ୍’ ୨୬ ବର୍ଷ ପରେ ହ୍ରଦରୁ ବାହାରିଛି । ଏହାକୁ ଦେଖି ଇଟାଲି ସରକାର ଆଶା ପ୍ରକଟ କରିଛନ୍ତି ଚଳିତବର୍ଷ ଶେଷ ସୁଦ୍ଧା ନଚେତ ଆସନ୍ତାବର୍ଷ ପ୍ରାରମ୍ଭରେ ଏହି ଐତିହାସିକ ଗାଁକୁ ପର୍ଯ୍ୟଟକମାନେ ଦେଖିବାର ସୁଯୋଗ ପାଇବେ । ୭୩ ବର୍ଷ ପର୍ଯ୍ୟନ୍ତ ଗାଁ ହ୍ରଦ ଭିତରେ ବୁଡ଼ି ରହିଥିଲା । ଲୋକେ କହନ୍ତି ଏ ଗାଁରେ ଦୁଷ୍ଟ ଆତ୍ମା ଓ ଭୂତ ଥିବାରୁ ଏହାକୁ ହ୍ରଦ ଭିତରେ ବୁଡେଇ ଦିଆଗଲା । ପାଣିରେ ବୁଡ଼ି ରହିଥିବା ଏ ଗାଁ ମାତ୍ର ଚାରିଥର ୧୯୫୮, ୧୯୭୪, ୧୯୮୩ ଓ ୧୯୯୪ରେ ଦୃଷ୍ଟିଗୋଚର ହୋଇଛି । ଏବେ ୨୬ ବର୍ଷ ପରେ ହ୍ରଦର ପାଣି କମିବାରୁ ପୁଣି ଥରେ ବାହାରକୁ ବାହାରିଛି ।