ଗୀତା ମଞ୍ଜୁନାଥଙ୍କ ହେଲ୍ଥ ଷ୍ଟାର୍ଟଅପ୍ ‘ନିରାମଈ’ ଏକ ରୋବୋର୍ଟ ଭିତ୍ତିକ ଥର୍ମାଲ ସେନ୍ସର୍ ଡିଭାଇସ୍ ତିଆରି କରିଛି ଯାହା ବ୍ରେଷ୍ଟ୍ କ୍ୟାନ୍ସରକୁ ପ୍ରଥମ ଷ୍ଟେଜ୍ (ଯେଉଁ ସମୟରେ ରୋଗର ଲକ୍ଷଣ ଅନୁଭବ ହୋଇ ନ ଥାଏ)ରେ ଚିହ୍ନିପାରିବ । ଗୀତା କହିଛନ୍ତି ଏବେ ଦେଶରେ ମେମୋଗ୍ରାଫି ଦ୍ୱାରା ବ୍ରେଷ୍ଟ୍ କ୍ୟାନ୍ସର୍ ଜଣାପଡ଼ୁଛି । କିନ୍ତୁ
୪୫ ବର୍ଷରୁ କମ୍ ବୟସର ମହିଳାଙ୍କ ପାଇଁ ଏହି ଉପାୟ ଏତେ ସଫଳ ନୁହେଁ । ହେଲେ ଥର୍ମାଲ ସେନ୍ସର୍ ଡିଭାଇସ୍ ହାର୍ଟର ତାପମାନ ଉପରେ ନଜର ରଖିବା ସହ ବ୍ରେଷ୍ଟ୍ର ଫଟୋ ନେଇ ବିଶ୍ଳେଷଣଦା୍ୱ ରା ଅସା୍ୱ ଭାବକି ତା ଜାଣପି ।ରେ । ଏଥପି ।ଇ ଁ ମାତ୧୦-୧୫ ମିନିଟ୍ ସମୟ ଲାଗୁଛି । ଏହି ଡିଭାଇସ୍ ଦ୍ୱାରା ୫ ଏମ୍ଏମ୍ର ଛୋଟ ଟୁ୍ୟମର୍ ଥିବା ସହଜରେ ଧରାପଡ଼ିଯାଏ । ଥର୍ମାଲ୍ ସେନ୍ସର୍ ଡିଭାଇସ୍ ଦ୍ୱାରା ଏବେ ସୁଦ୍ଧା ୨୫ ହଜାରରୁ ଅଧିକ ମହିଳାଙ୍କ ସ୍କ୍ରିନିଂ କରାଯାଇଛି । ମେଙ୍ଗଲୁରୁ, ମୈସୁର, ହାଇଦ୍ରାବାଦ, ଚେନ୍ନଇ, ମୁମ୍ବାଇ, ଦିଲ୍ଲୀ ଭଳି ୧୨ଟି ସହର ଓ ୩୦ ଅଧିକ ହସ୍ପିଟାଲରେ ଏହି ଡିଭାଇସ୍ ବ୍ୟବହାର ହେଉଛି । ସଂସ୍ଥାକୁ ନିବେଶକଙ୍କଠାରୁ ୫୦ କୋଟି ଟଙ୍କାର ଫଣ୍ଡ୍ ବି ମିଳିଛି । ଗେଟ୍ସ ଫାଉଣ୍ଡେଶନ୍ ନିରାମଈକୁ ରିଭର୍ ବ୍ଲାଇଣ୍ଡ୍ନେସ୍ ରୋଗ ରୋକିବା ପାଇଁ ସଫଫେୱୟାର ତିଆରିର ଦାୟିତ୍ୱ ଦେଇଛି ।
Next Post