Odisha news

କେ଼ାଭିଡ୍ ରେ ତହସିଲ ଅମିନ ଙ୍କ ମୃତ୍ୟୁ : ସରକାରୀ ମର୍ଯ୍ୟାଦା ସହ କେ଼ାଭିଡ୍ ନିୟମ ରେ ଶବ ସତ୍କାର

0
ବୋରିଗୁମ୍ମା (କେ.ସାକିଲି ଦୋରା)—କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ କାର୍ଯ୍ୟଳୟ ର ଅମିନ ଭାବେ କାର୍ଯ୍ୟକରିଆସୁଥିବା ବରିଷ୍ଠ କର୍ମଚାରୀ କୃଷ୍ଣଚନ୍ଦ୍ର ନାୟକ (୫୬ ବର୍ଷ) ଙ୍କ ରବିବାର କେ଼ାଭିଡ୍ ରେ ପରଲୋକ ହୋଇଯାଇଛି l ସେ କର୍ତଵ୍ୟପରାୟଣ ଏବଂ  ମିଷ୍ଟଭାଷୀ ସ୍ଵଭାଵ ଯୋଗୁଁ ସ୍ଥାନୀୟ ମହଲ ରେ ସେ  ପ୍ରିୟ ର ପାତ୍ର ଥିଲେ l
କିଛି ଦିନ ହେବ ସେ ଅସୁସ୍ଥ ଥିବା ଯୋଗୁଁ କୋଭିଡ୍ ମେଡିକାଲ୍ ଜୟପୁର ରେଭର୍ତ୍ତି କରାଯାଇଥିଲା।ସେଠାରେ  ତାଙ୍କ ର ମୃତ୍ୟୁ ହେଇଥିଲାl ସରକାରୀ ମର୍ଯ୍ୟାଦା ସହ କେ଼ାଭିଡ୍ ନିୟମ ରେ କୃଷ୍ଣଚନ୍ଦ୍ର ନାୟକ ଙ୍କ ଶବ ସତ୍କାର ହୋଇଥିଲା । ତାଙ୍କ ଅମର ଆତ୍ମା ସଦଗତି ପ୍ରାପ୍ତି  ଏବଂ ଏହି ଅସମୟ ରେ ତାଙ୍କ ପରିବାର କୁ ପରମେଶ୍ୱର ଧର୍ଯ୍ୟ ପ୍ରଦାନ ନେଇ ତହସିଲଦାର ସଞ୍ଜୀବ ସାହୁ ସମେତ ଆଇନଜୀବୀ ସଙ୍ଗ ଓ ବିଭିନ୍ନ ମହଲରୁ ସମବେଦନା ଜ୍ଞାପନ କରାଯାଇଛି।
Nalco
Leave A Reply