Odisha news

ଯୋଗ୍ୟତାକାର୍ଡବାଂଟି ଅଯୋଗ୍ୟ ହିତାଧିକାରିଙ୍କୁ ଯୋଗ୍ୟକରିବା ପାଇଁଷଡଯନ୍ତ୍ର ରଚିଛିଶାସକ ବିଜେଡି:ବିଜେପି

0

 ଯୋଗ୍ୟତାକାର୍ଡବାଂଟିବା ପୂର୍ବରୁ ପ୍ରଥମେତାଲିକା ପ୍ରକାଶକରନ୍ତୁରାଜ୍ୟସରକାର
 ଫନି ବାତ୍ୟା ପରଠାରୁ ୧୦ ମାସବିତିଲା ପରେବିରାଜ୍ୟସରକାରହିତାଧିକାରୀଙ୍କୁଚିହ୍ନଟକରିପାରୁ ନାହାଁନ୍ତି
 ରାଜ୍ୟସରକାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ଆବାସଯୋଜନାରେସଠିକ୍ହିତାଧିକାରୀଙ୍କତାଲିକା ନାହିଁ
 ସର୍ବମୋଟ ୨୫ ଲକ୍ଷରୁ ୨୧ ଲକ୍ଷ ପକ୍କାଘରକେବଳକେନ୍ଦ୍ରୀୟଯୋଜନାରେହୋଇଛି
 ଶାସକବିଜେଡିକେବଳଚଂଚକତାକରି ଆଜି ପକ୍କାଘରଯୋଗ୍ୟତାକାର୍ଡବଂଟନ କରିଛି
 ପ୍ରଧାନମନ୍ତ୍ରୀ ଆବାସଯୋଜନାଏବଂହିତାଧିକାରୀତାଲିକା ଅନିୟମିତତାବିରୁଦ୍ଧରେ ତଥ୍ୟ ପ୍ରମାଣସହବିଜେପିସାଂସଦ, ବିରୋଧୀ ଦଳ ନେତା, ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁଭେଟି ଅବଗତକରାଇଛନ୍ତି
 ପ୍ରଧାନମନ୍ତ୍ରୀ ଆବାସଯୋଜନାରୁଜଣେବିଯୋଗ୍ୟହିତାଧିକାରୀବଂଚିତରହିଲେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ପୂରଣହୋଇପାରିବ ନାହିଁ
ଭୁବନେଶ୍ୱର,ତା.୦୫/୦୩: ୨୦୨୨ ସୁଦ୍ଧାସମସ୍ତପ୍ରଧାନମନ୍ତ୍ରୀ ଆବାସଯୋଜନାମାଧ୍ୟମରେସମସ୍ତକଚ୍ଚାଘରକୁ ପକ୍କାକରାଯିବବୋଲି ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ରମୋଦି ଘୋଷଣାକରିଛନ୍ତି । କିନ୍ତୁରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସଯୋଜନାରେବ୍ୟାପକ ଅନିୟମିତତା ଦେଖିବାକୁମିଳୁଛି । ଫନି ବାତ୍ୟା ପରେରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସଯୋଜନାରକାର୍ଯ୍ୟାଦେଶ ବଂଟନ କରିବା ପାଇଁସକ୍ଷମହେଲେ ନାହିଁ । ଅନ୍ୟ ରାଜ୍ୟମାନଙ୍କରେ ପିଏମଏୱାଇରେ ଘର ନିର୍ମାଣକରିକେନ୍ଦ୍ରସରକାରଙ୍କୁବିନିଯୋଗ ପ୍ରମାଣପତ୍ର ଦେଇସାରିଥିବାସମୟରେ ଫନି ବାତ୍ୟା ପରଠାରୁ ୧୦ ମାସବିତିଲା ପରେବିରାଜ୍ୟସରକାରହିତାଧିକାରୀଙ୍କୁଚିହ୍ନଟକରିପାରୁ ନାହାଁନ୍ତିବୋଲିବିଜେପିରାଜ୍ୟସାଧାରଣସଂପାଦକ ଶ୍ରୀ ପୃଥ୍ୱୀରାଜହରିଚନ୍ଦନ ଅଭିଯୋଗକରିଛନ୍ତି ।
ରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତସାମ୍ବାଦିକ ସମ୍ମିଳନୀରେ ଶ୍ରୀହରିଚନ୍ଦନ କହିଛନ୍ତି ଯେ, ରାଜ୍ୟସରକାର ୧୦ଅକ୍ଟୋବରରେ ପ୍ରଥମ ତାଲିକା ପ୍ରକାଶକରିଥିଲେଯେଉଁଥିରେ ୧୨ ଲକ୍ଷ ୭୫ହଜାର ପକ୍କାଘରହିତାଧିକାରିଙ୍କରତାଲିକା ଥିଲା । ଏହିତାଲିକାରେ ଅନେକ ଅଯୋଗ୍ୟହିତାଧିକାରି ଥିଲେ ଓ ଅନେକଯୋଗ୍ୟହିତାଧିକାରିଙ୍କୁଏହିତାଲିକାରୁବଂଚିତକରାଯାଇଥିଲା ।କେଉଁଠି ପଂଚାୟତର ପରିବାରସଂଖ୍ୟାଠାରୁହିତାଧୀକାରି ପରିବାରସଂଖ୍ୟା ଅଧିକ ତ କେଉଁଠିକୋଠାଘର ଥିବାଲୋକମାନଙ୍କୁଯୋଗ୍ୟବୋଲି ଦର୍ଶାଇସେମାନଙ୍କ ନାଁହିତାଧିକାରିତାଲିକାରେଦିଆଯାଇଥିଲା ।
ଭାରତୀୟଜନତା ପାର୍ଟୀଏହାକୁବିରୋଧ କରିବାସହିତ ଅଯୋଗ୍ୟଙ୍କୁବାଦ ଓ ଯୋଗ୍ୟଙ୍କୁହିତାଧିକାରିତାଲିକାରେସାମିଲକରିବା ପାଇଁ ଆନେ୍ଦାଳନ କରିଲା ଯାହାଫଳରେ ୧୫ ନଭେମ୍ବର୨୦୧୯ରେ ରାଜ୍ୟସରକାରମାନିଲେକି ଆବାସଯୋଜନାରେବ୍ୟାପକ ଅନିୟମିତତାହୋଇଛିଓ ଗୋଟିଏସର୍କୁଲାର ପ୍ରକାଶକରି ନଭେମ୍ବର ୩୦, ୨୦୧୯ ସୁଦ୍ଧାହିତାଧିକାରିତାଲିକା ଯାଂଚସାରିବା ପାଇଁସମସ୍ତଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଲେ । ୧୫ ଡିସେମ୍ବର ୨୦୧୯ ସୁଦ୍ଦାହିତାଧିକାରିତାଲିକାସଂଶୋଧନ କରିବା

ପାଇଁସରକାରକହିଥିଲେ । ତାହାସରକାରକରିପାରିଲେନାହିଁ । ପରେଏହିତାଲିକାରେ ୯ ଲକ୍ଷରୁଉଦ୍ଧ୍ୱର୍ ଅଯୋଗ୍ୟହିତାଧିକାରୀଙ୍କ ନାଁକଟିଲା । ଏହିତାଲିକାକୁସାର୍ବଜନୀନ କରିବା ପାଇଁବିଜେପି ଦାବୀକରିବାକାରଣରୁ ପଂଚାୟତ ଅଫିସ, ବ୍ଲକ ଅଫିସ, ସ୍ୱାସ୍ଥ୍ୟକାନ୍ଥଏବଂ ଅଙ୍ଗନୱାଡିକାନ୍ଥରେନୋଟିସମାରିବା ପାଇଁ ନିଦେ୍ର୍ଦଶ ଥିଲେ ମଧ୍ୟ କେବଳ ପଂଚାୟତକାନ୍ଥରେନୋଟିସମରାଗଲା । ଏହାସତ୍ୱେବିସଠିକ୍ହିତାଧିକାରୀତାଲିକାକୁରାଜ୍ୟସରକାର ପ୍ରଦାନ କରିପାରିଲେ ନାହିଁ । କେତେଜଣଙ୍କୁଏହିତାଲିକାରୁବାଦ ଦିଆଗଲା, ସେହିସାବ ମଧ୍ୟ ରାଜ୍ୟସରକାରଙ୍କ ପାଖରେ ନାହିଁକିହିତାଧିକାରୀତାଲିକାସଂପୂର୍ଣ୍ଣହୋଇ ନାହିଁ ।
ଆଜି ପଂଚାୟତରାଜ ଦିବସଏବଂବିଜୁବାବୁଙ୍କଜୟନ୍ତୀଉପଲକ୍ଷେରାଜ୍ୟସରକାରଘୋଷଣାକଲେକି,ଲୋକଙ୍କୁ ୨୫ ଲକ୍ଷ ଘର ବଂଟନ କରାଯାଇଛିଏବଂ ୨୦ ଲକ୍ଷଲୋକଙ୍କୁପକ୍କାଘରଯୋଗ୍ୟତାକାର୍ଡବାଂଟିବେ । କିନ୍ତୁଏହି ତଥ୍ୟ ସଂପୂର୍ଣ୍ଣଭୃଲ । ୨୧ ଲକ୍ଷପକ୍କାଘରକେବଳକେନ୍ଦ୍ରୀୟଯୋଜନାରେହୋଇଛି । ଯୋଗ୍ୟହିତାଧିକାରୀଚିହ୍ନଟକରିସେମାନଙ୍କୁ ଘର ଯୋଗାଇବାରାଜ୍ୟସରକାରଙ୍କକାମ । କିନ୍ତୁବିଜେଡିକିପରି ପକ୍କାଘରଯୋଗ୍ୟତାକାର୍ଡବାଂଟି ପାରିବବୋଲିଶ୍ରୀହରିଚନ୍ଦନ ପ୍ରଶ୍ନକରିଛନ୍ତି ।
ରାଜ୍ୟସରକାରହିତାଧିକାରୀତାଲିକା ପାଇଲେକେଉଁଠୁ ? ଯଦି ହିତକାଧିକାରୀତାଲିକାମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି , ତେବେ ପଂଚାୟତରାଜବିଭାଗରସଚିବ ଦେଇଥିବା ନିଦେ୍ର୍ଦଶନାମାସଂପୂର୍ଣ୍ଣଭାବେମିଥ୍ୟା । ଶାସକବିଜେଡିକେବଳଚଂଚକତାକରି ଆଜି ପକ୍କାଘରଯୋଗ୍ୟତାକାର୍ଡବଂଟନ କରିଛି । ଦଳୀୟଭିତିରେହିତାଧିକାରୀଚୟନ ହୋଇଥିବାଏହିତାଲିକାକୁରାଜ୍ୟସରକାରଗ୍ରହଣକରିବେକିବୋଲିଶ୍ରୀହରିଚନ୍ଦନ ପ୍ରଶ୍ନକରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସଯୋଜନାଏବଂହିତାଧିକାରୀତାଲିକାଅନିୟମିତତାବିରୁଦ୍ଧରେ ତଥ୍ୟ ପ୍ରମାଣସହବିଜେପିସାଂସଦ, ବିରୋଧୀ ଦଳ ନେତା, ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁଭେଟି ଅବଗତକରାଇଛନ୍ତି । ଓଡିଶାରେ ଅଯୋଗ୍ୟହିତାଧିକାରୀଙ୍କ ନାଁକଟିବାସହସମସ୍ତଯୋଗ୍ୟହିତାଧିକାରୀଙ୍କ ନାଁ ପ୍ରଧାନମନ୍ତ୍ରୀ ଆବାସଯୋଜନାରେସାମିଲକରାଯାଉବୋଲିଶ୍ରୀହରିଚନ୍ଦନ ଦାବିକରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓଡିଶାରଗରିବଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ପକ୍କାଘରଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି । ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସଯୋଜନାଜରିଆରେବର୍ଷ ୨୦୧୭-୧୮ରେ୩୧୦୦ କୋଟି, ୨୦୧୮-୧୯ରେ ୩୬୦୦ କୋଟିଏବଂ ୨୦୧୯-୨୦ ବର୍ଷରେ ୪୮୨୦ କୋଟିଟଙ୍କାର ଅନୁଦାନ ଦେଇସାରିଛନ୍ତି । ମାତ୍ର ଗତ ତିନୋଟି ଆର୍ଥିକବର୍ଷରେବିଜୁ ପକ୍କା ଘର ପାଇଁକୌଣସି ଅର୍ଥ ବ୍ୟୟବରାଦ ହୋଇନାହିଁ । ପ୍ରଧାନମନ୍ତ୍ରୀ ଆବାସଗ୍ରାମୀଣଯୋଜନାରେ ୧୪ ହଜାର୭୯୬ କୋଟିରୁଉଦ୍ଧ୍ୱର୍ଟଙ୍କାଓଡିଶାକୁ ଦିଆଯାଇଛି । କିନ୍ତୁରାଜ୍ୟସରକାରଏଠି ଦଳୀୟଭିତିରେହିତାଧିକାରୀତାଲିକାକରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସଯୋଜନାରୁଜଣେବିଯୋଗ୍ୟହିତାଧିକାରୀବଂଚିତରହିଲେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ପୂରଣହୋଇପାରିବ ନାହିଁବୋଲିଶ୍ରୀହରିଚନ୍ଦନ କହିଛନ୍ତି ।
ସଠିକହିତାଧିକାରିଚୟନ କରିଯୋଗ୍ୟହିତାଧିକାରିଙ୍କୁକାର୍ଯ୍ୟାଦେଶ ଦେବା କଥା ।ହେଲେସରକାରତା ପୂର୍ବରୁ ଏ ପକ୍କାଘରଯୋଗ୍ୟତାକାର୍ଡବାଂଟି ଅଯୋଗ୍ୟହିତାଧିକାରିଙ୍କୁଯୋଗ୍ୟକରିବା ପାଇଁଷଡଯନ୍ତ୍ର ରଚିଛନ୍ତି । ଯୋଗ୍ୟତାକାର୍ଡବାଂଟିବା ପୂର୍ବରୁ ପ୍ରଥମେତାଲିକା ପ୍ରକାଶକରନ୍ତୁବୋଲିଶ୍ରୀହରିଚନ୍ଦନ ଦାବୀକରିଛନ୍ତି ।
ଏହିସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚାରାଜ୍ୟସଭାପତିଟଙ୍କଧରତ୍ରୀପାଠିଏବଂଶାରଦା ପ୍ରଧାନ ପ୍ରମୁଖଉପସ୍ଥିତ ଥିଲେ ।

Leave A Reply