କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଓ ବିଜେପି ନେତା ଅମିତ ସାହା ଶୁକ୍ରବାର ଅପ୍ରେଲ ୧୧ ତାରିଖ ଦିନ ତାମିଲନାଡୁ ଗସ୍ତରେ ଯାଇଥିଲେ, ଏହି ସମୟରେ ଅମିତ ସାହା AIADMK ନେତା ଏଲନିସ୍ଵାମୀ ଓ ବିଜେପି ର ପୂର୍ବ ପ୍ରଦେଶ ଅଧକ୍ଷ ଅନାମଲେଇ ଙ୍କ ସହିତ ଗଣମାଧ୍ୟମ ସମୁଖରେ ଆଗାମୀ ତାମିଲନାଡୁ ବିଧାନସଭା ମତଦାନ ରେ AIADMK – BJP ର ମଧ୍ୟରେ ଗଠବନ୍ଧନ ହେବ l
ଅମିତ ସାହା ଘୋଷଣା କରି କହିଛନ୍ତି ଯେ AIADMK – BJP ମଧ୍ୟରେ ଗଠବନ୍ଧନ ରେ ରଷ୍ଟ୍ରିୟ ସ୍ତର ରେ ମତଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ହେବ l ଏବଂ ତାମିଲନାଡୁ ରେ AIADMK ନେତୃତ୍ୱ ରେ ମତଦାନ ହେବ l ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାମିଲନାଡ଼ୁ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଙ୍କ ସହିତ ମିଶି ରାଷ୍ଟ୍ରୀୟ ରାଜନୀତି ରେ କାର୍ଯ୍ୟ କରିଥିଲେ l
ଗୃହ ମନ୍ତ୍ରୀ ଅମିତ ସାହା କହିଥିଲେ ଯେ AIADMK – ପାଇଁ BJP କୌଣସି କନ୍ଫଇୟୁଜ ଛାଡିବାକୁ ଚାହୁଁନାହିଁ, ତାମିଲନାଡୁ ରେ ଆମେ ପଲାନିସ୍ଵାମୀ ଙ୍କ ନେତୃତ୍ୱ ରେ ଲଢ଼ିବୁ l ମୋର ବିଶ୍ୱାସ ରହିଛି ଯେ ଆଗାମୀ ଦିନରେ ଯେଉଁ ମତଦାନ ହେବ ସେଥିରେ NDA ପୁନର୍ବାର ପ୍ରଚଣ୍ଡ ବହୁମତ ହାସଲ କରିବ l ଏବଂ ଆଉଥରେ NDA ସରକାର ଗଢ଼ିବ l ତାମିଲନାଡୁ ଜନତା ଙ୍କ ମଧ୍ୟକୁ ଆମେ ଅସଲି ମୁଡା ନେଇଯିବୁ, ବର୍ତମାନ ଏହି ଗଠବନ୍ଧନ ପରମାନେଣ୍ଟ ରହିବ l ବିଜେପି ତାମିଲ ଭାଷାର ଗୁରୁତ୍ୱ ବୁଝିଛି ଏବଂ ଏହାକୁ ପ୍ରାଧାନ୍ୟ ଦେଇ ଆସିଛି l