Odisha news

ବିଜେପି ସାଧାରଣ ସଭାରେ ଯୋଗ ଦେଲେ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜାରଦୋସ

0

କାକଟପୁର 19/6 କାକଟପୁର ସମେଶ୍ୱର ପୀଠରେ ବିଜେପି ର ଏକ କର୍ମୀ ସମାବେଶ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ  କେନ୍ଦ୍ର ବୟନ ଶିଳ୍ପ ଓ ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜାରଦୋସ, ପୂର୍ବତନ ସାଂସଦ ତଥା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ,ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରାଜଲକ୍ଷ୍ମୀ ଦାଶ,ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ମଙ୍ଗଳା ସାମନ୍ତରାୟ, ଲତାହରଣ ମଣ୍ଡଳ ସଭାପତି ସରୋଜ ମିଶ୍ର,କାକଟପୁର ମଣ୍ଡଳ ସଭାପତି  ଉପେନ୍ଦ୍ର ସୁବୁଦ୍ଧି, କାକଟପୁର ନିର୍ବାଚନ ମଣ୍ଡଳୀ ସଂଯଯୋକ ସୁଦର୍ଶନ ସ୍ୱାଇଁ,ପୂର୍ଣ୍ଣଚନ୍ଦ୍ର ଓଝା,ଲଳିତ ରଥ, ମନ୍ମଥ ସ୍ୱାଇଁ, ସର୍ବେଶ୍ୱର ମଲ୍ଲିକ, ଦୀନବନ୍ଧୁ ମହାନ୍ତି, ପ୍ରଭାକର ନାୟକ, ଗୋଲେଖ ପ୍ରଧାନ, ନଟବର ସ୍ୱାଇଁ, ଗଜରାଜ ଜେନା ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଙ୍କ ବିରୋଧରେ  ବିଭିନ୍ନ କଟୁ ସମାଲୋଚନା କରିଥିଲେ  l ଏହି ସାଧାରଣ ସଭାରେ କାକଟପୁର, ଅସ୍ତରଙ୍ଗ, ଗୋପ, କୋଣାର୍କ, ଚାରିଛକ ପ୍ରଭୁତି ଅଞ୍ଚଳରୁ ବହୁ ସଂଖ୍ୟାରେ  କର୍ମୀ ମାନେ ଯୋଗ ଦେଇଥିଲେ l

Govt
Leave A Reply