Odisha news

ଜବାବ ମାଗୁଛି ଓଡ଼ିଶା

ଭୁବନେଶ୍ୱର :  ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଜବସକ୍ଷଙ୍ଗବଚ୍ଚ ଈଙ୍କୟଶରଗ୍ଧ ଙୟସଗ୍ଦଷବ ପାଇଁ ବୈମାତୃକ ମନୋଭାବ ପ୍ରଦର୍ଶନ କରିଛି । ଏହା ନୈରାଶ୍ୟଜନକ ଏବଂ ଉଦେ୍ଦଶ୍ୟମୁଳକ ଭାବେ ଲୁଣ୍ଠନ ପାଇଁ ଚେଷ୍ଟା କରୁଥିବା ଜବସକ୍ଷଙ୍ଗବଚ୍ଚ ଈଙ୍କୟଶରଗ୍ଧ ଭଳି ଆମକୁ ଲାଗୁଛି । ଆପଣମାନଙ୍କ ପାଖରେ ଆମେ କିଛି ତଥ୍ୟ ମାଧ୍ୟମରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ଚିତ୍ରଣ କରୁଛୁ ଏବଂ ଏହାର କାରଣ କ’ଣ ଜାଣିବା ପାଇଁ ଈଔଚ ଏବଂ ତାଙ୍କ ନେତୃତ୍ୱରେ •ଲିଥିବା ସରକାରଙ୍କୁ ପ୍ରଶ୍ନ କରୁଛୁ ।
 ସ୍ୱାଧୀନତା ପରେ ଓଡ଼ିଶା ପାଇଁ କେବଳ ୬ଟା ନୂଆ ଜବସକ୍ଷଙ୍ଗବଚ୍ଚ ଖସଦ୍ଭର ପାଇଁ ବ୍ୟବସ୍ଥା କରାଯାଇଛି ।
ଉଙ୍କଗ୍ଧଗ୍ଧବମଳ-ଚବକ୍ସବୟରରକ୍ଟ୍ର-୮୩ଳଜ୍ଞ, ଞବକ୍ଷମଷରକ୍ସ-ଝବଜ୍ଞଭବକ୍ଷକ୍ଟ୍ରଙ୍କକ୍ସ-୧୭୪ଳଜ୍ଞ, କକ୍ଟକ୍ସବକ୍ଟ୍ରଙ୍କଗ୍ଧ-ଜବଚ୍ଚବଶବୟବ-୧୬୪ ଳଜ୍ଞ, ଊବସଗ୍ଧବକ୍ସସ-ଈବଦ୍ଭଗ୍ଦବକ୍ଟ୍ରବଦ୍ଭସ-୧୫୫ଳଜ୍ଞ, ଖବହସଶବକ୍ସଷ-ଔଙ୍କଦ୍ଭବଶବକ୍ସଷ-୫୬ଳଜ୍ଞ ଏବଂ କଷକ୍ଟକ୍ସୟଷବ-ଈକ୍ଟକ୍ଷବଦ୍ଭଶସକ୍ସ ଜବସକ୍ଷଙ୍ଗବଚ୍ଚ କ୍ଷସଦ୍ଭର ଯାହା ଆଂଶିକଭାବେ (୩୦%) କାର୍ଯ୍ୟ ସମ୍ପନ୍ନ ହୋଇଛି ।
ବ୍ରିଟିଶ ଅମଳରେ ଖଣିଜାତ ଦ୍ରବ୍ୟକୁ ଚୋରି କରିବାପାଇଁ ରେଲୱେ ଲାଇନର ବ୍ୟବହାର କରାଯାଉଥିଲା । ଦୁଃଖର କଥା ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେକାର କେନ୍ଦ୍ର ସରକାର ସେଇଆ ହିଁ କରୁଛନ୍ତି । ଆପଣମାନେ ଜାଣି ରଖିବା ଦରକାର ଯେ, ଝଗ୍ଧରରକ୍ଷ ବଦ୍ଭୟ ଚକ୍ଟଙ୍ଗରକ୍ସ ଝରମଗ୍ଧକ୍ଟକ୍ସ ଯଦି ଓଡ଼ିଶା ଠାରୁ କୋଇଲା ନ’ ନିଆଯାଆନ୍ତା, ତାହାଲେ ବାହାରୁ ଆମଦାନୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଅନ୍ତା । ଜକ୍ଟଚ୍ଚବକ୍ଷଗ୍ଧଚ୍ଚ ଦୁରର କଥା ଓଡ଼ିଶାର ନାର୍ଯ୍ୟ ଦାବିତ ଦିଆଯାଉନାହିଁ । ଓଡ଼ିଶାବାସୀଙ୍କ କୋଇଲା ବାହାର ରାଜ୍ୟକୁ ପଠାଯିବ ଏବଂ ଓଡ଼ିଶା ବାସୀ ଧୁଳି ଧୁଅାଁର ଶିକାର ହେବେ । ବିଭିନ୍ନ କ୍ଷେତ୍ରରେ କୋଇଲା ହେଉ, ଆଇରନ ହେଉ, ବକ୍ସାଇଟ ହେଉ, ଆଲୁମିନିୟମ ହଉ ଯାହା ବ୍ରିଟିଶ ସରକାରରେ ଲୁଣ୍ଠନ ମାନସିକତା ଥିଲା ସ୍ୱାଧୀନତା ପରେ ମଧ୍ୟ ସେଇ ମାନସିକତାର ଝଲକ ଦେଖିବାକୁ ମିଳୁଛି । ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତିରେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ ଜିଲ୍ଲାକୁ ଜବସକ୍ଷଙ୍ଗବଚ୍ଚ ଖସଦ୍ଭର ଯାଇନି । କବଦ୍ଭୟଷବଜ୍ଞବକ୍ଷ, ଈକ୍ଟଙ୍କୟଷ, ଗବଚ୍ଚଙ୍କକ୍ସଭଷବଦ୍ଭହ, କରଦ୍ଭୟକ୍ସବକ୍ଟ୍ରବୟବ, ଊରକ୍ଟଶବକ୍ସଷ, ଗବକ୍ଷଳବଦ୍ଭଶସକ୍ସସ ।
୧. ପ୍ରତ୍ୟେକ ବର୍ଷ ଭାରତୀୟ ଜବସକ୍ଷଙ୍ଗବଚ୍ଚ ଊରକ୍ଟ୍ରବକ୍ସଗ୍ଧଜ୍ଞରଦ୍ଭଗ୍ଧ ଓଡ଼ିଶାରୁ ୨୦,୦୦୦ କୋଟିର ରାଜସ୍ୱ ଆଦାୟ କରିଥାନ୍ତି । ଯଦି ୭ ବର୍ଷର ହିସାବ କରାଯାଏ ତେବେ ତାହା ହବ ୧୪୦,୦୦୦ କୋଟି କିନ୍ତୁ ପାଇଛନ୍ତି କେତେ? ବିଗତ ସାତ ବର୍ଷରେ ଓଡ଼ିଶା ୨୦୦୦ରେ ବାର୍ଷିକ ହିସାବରେ ଆମେ ପାଇଛେ ୨୦୦୦ ଙ୍ଘ ୭ = ୧୪,୦୦୦ କୋଟି ବିଜେପିର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱମାନେ ଉତ୍ତର ଦେବେ କି? ୧୪୦,୦୦୦ କୋଟି ଦେଇଥିବା ରାଜ୍ୟ ୧୪,୦୦୦କୋଟି କେଉଁ ହିସାବରେ ପାଇବେ । ଏହା ଆମ ରାଜ୍ୟପ୍ରତି ବୈମାତୃକ ମନୋଭାବର ନିଦର୍ଶନ ନୁହେଁ କି?
୨. ହିସାବ ଦେଖିବେ ଜବସକ୍ଷଙ୍ଗବଚ୍ଚ ଊରଦ୍ଭଗ୍ଦସଗ୍ଧଚ୍ଚର ଈରଦ୍ଭଶବକ୍ଷରେ ୧୦୦୦ ଗ୍ଦକ୍ତଳଜ୍ଞ ରେ ୪୨ କି.ମି.ର ଜବସକ୍ଷଙ୍ଗବଚ୍ଚ ଖସଦ୍ଭର ବ୍ୟବସ୍ଥା ହୋଇଛି । ବିହାରର ୩୫ଳଜ୍ଞ/୧୦୦୦ଗ୍ଦକ୍ତଳଜ୍ଞ ଏବଂ ଦୁଃଖ ଓ ପରିତାପର ବିଷୟ ଯେ, ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଓଡ଼ିଶାର ଜବସକ୍ଷଙ୍ଗବଚ୍ଚ ଊରଦ୍ଭଗ୍ଦସଗ୍ଧଚ୍ଚ ୧୫ଳଜ୍ଞ/୧୦୦୦ ଗ୍ଦକ୍ତଳଜ୍ଞ ଯଦି ସାହସ ଅଛି ତେବେ ଏହାର ଉତ୍ତର ବିଜେପିର ରାଜ୍ୟ ଏବଂ କେନ୍ଦ୍ର ନେତୃତ୍ୱ ଦେବେ ବୋଲି ଆମେ ଆଶା କରୁଛୁ ।
୩. ବିଗତ ୭ ବର୍ଷ ଭିତରେ ମାତ୍ର ଗୋଟିଏ ଜିଲ୍ଲାକୁ ନୁଆ ଜବସକ୍ଷଙ୍ଗବଚ୍ଚ ଖସଦ୍ଭର ଛୁଇଁପାରିଛି । ଯଦି ଏତିକି କରାଗଲା ତେବେ ଜବସକ୍ଷଙ୍ଗବଚ୍ଚ ଖସଦ୍ଭର ନଥିôବା ୬ଟି ଜିଲ୍ଲାକୁ ପାଖାପାଖି ୪୨ ବର୍ଷ ଲାଗିବ ବୋଲି ଅନୁମାନ କରାଯାଇପାରେ । ଯଦି ଦମ୍ ଅଛି ବିଜେପିର ଶୀର୍ଷ ନେତୃତ୍ୱ ଆମ ସାଙ୍ଗରେ ବିତର୍କକୁ ଆସନ୍ତୁ ।
୪. କଷବଦ୍ଭୟଷବ ଈକ୍ଟକ୍ଷବଦ୍ଭଶସକ୍ସର ୨୯୦ ଳଜ୍ଞ ଜବସକ୍ଷଙ୍ଗବଚ୍ଚ ଖସଦ୍ଭରର କେବଳ ୯୦ କି.ମି. କାମ ଶେଷ ହୋଇପାରିଛି । ଇତି ମଧ୍ୟରେ ପ୍ରାୟ ୨୫ବର୍ଷ ବିତିଗଲାଣି, ରାଜ୍ୟ ସରକାରଙ୍କର ନିତିଗତ ନିଷ୍ପତ୍ତି ଯେ, ଅଧା ଖର୍ଚ୍ଚ ବହନ କରିବେ ଏବଂ ମାଗଣାରେ ଜମିଦେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏ କାର୍ଯ୍ୟ ସରିପାରୁ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ଆମକୁ ମନେ ପଡ଼େ ଯେ, ଐତିହାସିକ ଧିରେ ହୋଇଯିବ (ଐସଗ୍ଦଗ୍ଧକ୍ଟକ୍ସସମ ଝକ୍ଷକ୍ଟଙ୍ଗ) ରଲଲକ୍ଟକ୍ସଗ୍ଧ ବୋଲି ପରିଗଣିତ ହେବ । ଏ ଗତିରେ ଯଦି ଆଗାଏ ତେବେ ଏହାକୁ ଶେଷ କରିବା ପାଇଁ ଆହୁରି ୧୦ ବର୍ଷ ଲାଗିବ । ଆମେ ପ•ରିବାକୁ •ହୁଁଛୁ ଯେ, ଈକ୍ଟକ୍ଷବଦ୍ଭଶସକ୍ସ ଗଚ ଝଜ୍ଞଗ୍ଧ. ଝବଦ୍ଭଶରରଗ୍ଧବ ଝସଦ୍ଭଶୟରକ୍ଟ ଏବଂ ଈଈଝଜ ଝବଦ୍ଭଗ୍ଦବୟ ଝଜ୍ଞଗ୍ଧ. ଇକ୍ଟ୍ରବକ୍ସବହସଗ୍ଧବ ଝବକ୍ସବଦ୍ଭଶସଙ୍କୁ ଯେ ଦୟାକରି କୁହନ୍ତୁ ଏ ଐସଗ୍ଦଗ୍ଧକ୍ଟକ୍ସସମ ଗ୍ଦକ୍ଷକ୍ଟଙ୍ଗ କ୍ଟ୍ରକ୍ସକ୍ଟମରଗ୍ଦଗ୍ଦର କାରଣଟି କ’ଣ? କଷକ୍ଟକ୍ସୟଷବ, ଈକ୍ଟକ୍ଷବଦ୍ଭଶସକ୍ସ, ଈକ୍ଟଙ୍କୟଷ, ଝକ୍ଟଦ୍ଭରକ୍ଟ୍ରଙ୍କକ୍ସ କି ଅପରାଧ କରିଛନ୍ତି ଯେ ଆଜିପର୍ଯ୍ୟନ୍ତ ଜବସକ୍ଷଙ୍ଗବଚ୍ଚ ସେବାରୁ ନିବୃତ? ଆଜି ସେଇ •ରୋଟି ଜିଲ୍ଲାର ବ୍ୟକ୍ତି ବିଶେଷ ଆପଣମାନଙ୍କ ଠାରୁ ଉତ୍ତର ମାଗୁଛନ୍ତି ଯେ, ତାଙ୍କ ପ୍ରତି ଏ ବୈମାତୃକ ମନୋଭାବର କାରଣ କ’ଣ?
୫. ଞବକ୍ଷମଷରକ୍ସ-ଈସଜ୍ଞକ୍ଷବଶବକ୍ସଷ: ୨୦୦୩ରେ ନିଷ୍ପତ୍ତି ନେବାପରେ ୧୫୫ କି.ମି. ବିଶିଷ୍ଟ ଜବସକ୍ଷଙ୍ଗବଚ୍ଚ ଖସଦ୍ଭରର କାର୍ଯ୍ୟ ଆଜିପର୍ଯ୍ୟନ୍ତ କେବଳ ୨୦ କି.ମି. ତିଆରି ହୋଇଛି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୧ କି.ମି. ଜବସକ୍ଷଙ୍ଗବଚ୍ଚ ଖସଦ୍ଭର ପାଇଁ ୨୦ କୋଟି ଟଙ୍କାର ଆବଶ୍ୟକତା ରହିଛି । କିନ୍ତୁ ଦୁଃଖର କଥା ଏ ବର୍ଷର ବଜେଟ୍ରେ ଏହି ପ୍ରୋଜେକ୍ଟ ପାଇଁ ମାତ୍ର ୧୦ କୋଟି ବ୍ୟୟ ବରାଦ କରାଯାଇଛି । ଏହାପରେ ବରାଦ ଅନୁସାରେ ଗୋଟେ, ୫ କି.ମି. କାମ ସାରିବା ପାଇଁ କେନ୍ଦ୍ର ଜବସକ୍ଷଙ୍ଗବଚ୍ଚ ବିଭାଗ ଆଶା ରଖିଛି ।
ଯଦି ଏହି ଗତିରେ କାମ •ଲେ ତେବେ କାମ ସରିବା ପାଇଁ ୨୦୦ ବର୍ଷ ଲାଗିବ । ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼ ଜିଲ୍ଲା ଏହି ଲାଇନ୍ ଦ୍ୱାରା କ୍ଷସଦ୍ଭଳରୟ ହେବେ । ତେଣୁ ଏ ଜିଲ୍ଲାର ଲୋକେ ମାନ୍ୟବର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଏମ୍.ପି. ଜୁଏଲ ଓରାମଙ୍କୁ ପ୍ରଶ୍ନ ପ•ରୁଛନ୍ତି ଯେ, ଓଡ଼ିଶା ପ୍ରତି ଏ ବୈମାତୃକ ମନୋଭାବ କ’ଣ ପାଇଁ ? ମାନ୍ୟବର ମନ୍ତ୍ରୀ ଉତ୍ତର ଦିଅନ୍ତୁ ଯେ, ଏ ବର୍ଷର ଲକ୍ଷ୍ୟ କେବଳ ୧/୨ କି.ମି. । ଊରକ୍ଟଶବକ୍ସଷ ଗଚ, ଝବଜ୍ଞଭବକ୍ଷକ୍ଟ୍ରଙ୍କକ୍ସ ଗଚ – ଘସଗ୍ଧସଗ୍ଦଷ ଏବଦ୍ଭଶବୟରଙ୍ଖ । ୨୦୧୪ ମସିହାରେ ଏନ୍.ଡ଼ି.ଏ ସରକାର ଆସିବା ପରେ ଘୋଷଣା ହୋଇଥିବା ଏକ ମାତ୍ର ନୂଆ ରେଳବାଇ ଲାଇନ ଗୁଣୁପୁର ଠାରୁ ଥେରୁବାଲି ରେଳ ଲାଇନ ।
ଆମେ ପ୍ରଶ୍ନ କରିବାକୁ •ହୁଛୁ ଯେ, ଆଜି ପର୍ଯ୍ୟନ୍ତ ଘୋଷଣା ସର୍ବସ୍ୱ କେନ୍ଦ୍ର ସରକାର ଏହି ରେଳ ଲାଇନ ପାଇଁ ଜମି ରେଜିଷ୍ଟ୍ରେସନ କରିଛନ୍ତି କି? ରେଳବାଇର ବ୍ୟାପକତା ଉପରେ ଗପୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେବେକି ଯେ, ଆଜି ପର୍ଯ୍ୟନ୍ତ ଜମି ପାଇଁ ରେଜିଷ୍ଟ୍ରେସନ କ’ଣ ପାଇଁ ହୋଇନାହିଁ? ଏହା ବ୍ୟତିତ ଆମ ଅନୁରୋଧ କ୍ରମେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳବାଇ ଲାଇନ ଘୋଷଣା ହୋଇଥିଲା । ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ସହାୟତା ଓ ଜମି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ କୌଣସି ଅଗ୍ରଗତି ଦେଖାଯାଇ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଉତ୍ତର ଦେବେକି?
ଦୁଃଖଦ ଓ ପରିତାପର ବିଷୟ ଯେ, ଗୋଟିଏ ରେଳବାଇ ଲାଇନ ସଂଯୁକ୍ତ କରାଯାଇଥିଲା ବେଳେ ଆଉ ଗୋଟିଏ ବହୁତ ଦରକାରୀ ଲାଇନ କାଟି ଦିଆଯାଇଛି । ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇବାକୁ •ହୁଁଛୁ ଯେ, ଜଳେଶ୍ୱର ଠାରୁ ଦୀଘା ରେଳବାଇ ସଂଯୋଗୀକରଣକୁ ଖାରଜ କରାଯାଇଛି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ଉତ୍ତର ଦେବେକି ଏହାର କାରଣ କ’ଣ? କ’ଣ ପାଇଁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଲୋକଙ୍କୁ ଏ ସମସ୍ୟା ଭିତରେ ଠେଲି ଦିଆଯାଉଛି? ଗବଦଳାପଲ୍ଲା ୱାଗନ ଫ୍ୟାକ୍ଟି୍ର ଆଜି ଶୀତଳ ଭଣ୍ଡାରରେ ପଡ଼ିଯାଇଛି । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେବେ କି ଏହା କ’ଣ ଉଦେଶ୍ୟମୂଳକ ଭାବେ କରାଯାଇଛି? କଳାହାଣ୍ଡି ୱାଗନ ଫ୍ୟାକ୍ଟି୍ର ପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ରାଜ୍ୟ ସରକାର ୧୦୦ ଏକର ଜମି ଏଥିପାଇଁ ବ୍ୟବସ୍ଥା ମଧ୍ୟ କରିସାରିଛନ୍ତି । କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କଳାହାଣ୍ଡି ପାଇଁ ବ୍ୟବସ୍ଥା କରାଯାଉଥିବା ଏ ପ୍ରକଳ୍ପ ପାଇଁ ଏ ବର୍ଷର ରେଳବାଇ ବଜେଟ୍ରେ ମାତ୍ର ଏକ କୋଟି ଟଙ୍କାର ବଜେଟ୍ କରାଯାଇଛି । ପାଞ୍ଚ ବର୍ଷ ହେଲାଣି କାମ •ଲିଛି, କିନ୍ତୁ ତିଳେମାତ୍ର ଅଗ୍ରଗତି ହୋଇନାହିଁ । ଉତ୍ତର ଦେବେକି ମାନ୍ୟବର ସାଂସଦ ବସନ୍ତ ପଣ୍ଡା ମହୋଦୟ ଯେ ଏହି ବୈମାତୃକ ମନାଇବାର କାରଣ କ’ଣ?
ଏହା ବ୍ୟତିତ ଲୋକ ଆନନ୍ଦରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ପୁରୀ ଠାରୁ କୋଣାର୍କ, ବରଗଡ଼ ଠାରୁ ନୂଆପଡ଼ା, ଚକୁଳିଆ ଠାରୁ ବୁରମରା, ଜାଳପୁର ଠାରୁ ଆମଲା ପର୍ଯ୍ୟନ୍ତ ରେଳବାଇ ଲାଇନ ସଂଯୋଗୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ । ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ଅଗ୍ରଗତି ଦେଖାଯାଇ ନାହିଁ । ହରିଦାସରୁ-ପାରାଦୀପ ଭାୟା କେନ୍ଦ୍ରାପଡ଼ା, ଅନୁଗୁଳ-ସୁକିନ୍ଦା ପାଇଁ କେବଳ ମାଲବାହୀ ଟ୍ରେନର ବ୍ୟବସ୍ଥା ହୋଇଛି । ଏହି ଲାଇନରେ ପାସେଞ୍ଜର ଟ୍ରେନ ଯିବାପାଇଁ କ’ଣ ପାଇଁ ବ୍ୟବସ୍ଥା ହୋଇପାରୁନାହିଁ । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେଇପାରିବେ କି? ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱରେ ଯଦି ଦମ୍ ଥିବ ଆସିବେ ଆମେ ତର୍କ କରିବା ପାଇଁ ପ୍ରସ୍ତୁତ । ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକୃତ କ୍ଷେତ୍ରରେ କହିଲେ ଯେ, ଆଞ୍ଚଳିକ ଦଳ ହିଁ ଓଡ଼ିଶା ପାଇଁ ଯାହା କରିବାର ଅଛି କରିବ । କେନ୍ଦ୍ରୀୟ ଦଳର ଏବଂ ତାଙ୍କ ନେତୃତ୍ୱର ସାହାସ ଏବଂ ଇଚ୍ଛାଶକ୍ତି ନାହିଁ କେନ୍ଦ୍ରରେ ସ୍ୱର ଉତ୍ତୋଳନ କରିବେ କ’ଣ ଓଡ଼ିଶା ପାଇଁ କ’ଣ ନୂଆ କରିବେ?
ପୁଣିଥରେ କହିବାକୁ •ହୁଛୁ ଗତ ସାତ ବର୍ଷ ମଧ୍ୟରେ ରାଜ୍ୟରୁ ୧,୪୦,୦୦୦ କୋଟି ରାଜସ୍ୱ ଯାଇଛି ଏବଂ ଆମେ ପାଇବୁ ମାତ୍ର ୧୪,୦୦୦ କୋଟି, କେବଳ ଜୁମ୍ଲାରେ ବଜେଟ ହୁଏ ନାହିଁ । ଆମେ ଅନୁରୋଧ କରୁଛୁ ଭାରତୀୟ ଜନତା ପାର୍ଟିର ସମସ୍ତ ସାଂସଦ ଗଣକୁ ଏହି ବିଷୟରେ ଆମ ସାଙ୍ଗରେ ଯଦି ସତ୍ ସାହାସ ଅଛି ତେବେ ଡ଼ିବେଟ୍ କରିବା ପାଇଁ । ୫୯୦ କୋଟି ଟଙ୍କାରୁ ୭୦୦ କୋଟି ଟଙ୍କାର ରେଳବାଇ ବଜେଟ୍ ଆମର ଆବଶ୍ୟକତା ନାହିଁ । ଆମେ ଆଶା କରୁଛୁ ଓଡ଼ିଶାର ଅବଦାନକୁ ନ ଭୁଲି ଯାଇ କେନ୍ଦ୍ର ସରକାର ଆମ କଥା ଟିକେ ଶୁଣନ୍ତୁ ଏବଂ ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ଉପେକ୍ଷା ନ କରି ଓଡ଼ିଶାବାସୀଙ୍କ ହକ୍କୁ ଦିଅନ୍ତୁ ।

IEC 2 years

Comments are closed.