Odisha news

ବିଜେଡି ନେତୃବୃନ୍ଦ ଯୋଗ ଦେଇଥିଲେ।ବଦ୍ରୀଙ୍କ ନେତୃତ୍ବକୁ ସମର୍ଥନ କରି ବିଜେପି ନେତାଙ୍କ ବିଜେଡିରେ ଯୋଗଦାନ

0

କେନ୍ଦୁଝର : ଘଷିପୁରା ନିର୍ବାଚନ ମଣ୍ଡଳୀ ବିଧାୟକ ଙ୍କୁ ତଥା ପୂର୍ବତନ ମନ୍ତ୍ରୀ ପ୍ରେଫେଶର ବଦ୍ରିନାରାୟଣ ପାତ୍ର ଙ୍କ ବଳିଷ୍ଠ ନେତା ନେତୃତ୍ୱ ଓ କାର୍ଯ୍ୟ ଦକ୍ଷତା ଆସ୍ଥା ପ୍ରକଟ କରି ବରିଷ୍ଠ ବିଜେପି ଯୁବ ନେତା ଶ୍ରୀ ସଞ୍ଜୟ କୁମାର ଜେନା ବିଜେଡି ଦଳରେ ଯୋଗ ଦେଇଛନ୍ତି।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ କୁ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଲୋକ ନେତୃତ୍ୱ ଆଣିବା ସହିତ ଚଳିତ ନିର୍ବାଚନ ରେ ବଦ୍ରିପତ୍ର ଙ୍କୁ ବିପୁଳ ଭୋଟ ରେ ବିଜୟ କରିବାକୁ ତାଙ୍କର ସଂଗ୍ରାମ ଜାରି ରଖିବେ ବୋଲି ସେ ଦୃକ୍ତ ମତ ବ୍ୟକ୍ତ କରିଛନ୍ତି ଶ୍ରୀ ଜେନା ଛାତ୍ର ଜୀବନରୁ ଶସନିକ କାର୍ଯ୍ୟରେ ସଂପୃକ୍ତ ରହିଥିଲେ ବଦ୍ରିବାବୁଙ୍କ ଲୋକ ପ୍ରିୟ ତା ବୃଦ୍ଧି କୁ ପ୍ରଶଂସା କରିବା ସହିତ ଘଷିପୁରା ରେ ଜଣେ ଦକ୍ଷ ଓ କାର୍ଯ୍ୟ ଦକ୍ଷତା ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱକୁ ସେ ପ୍ରବାହିତ ହୋଇ ବିଜେଡିରେ ଯୋଗ ଦେଇଥିଲେ। ଛାତ୍ର ଜୀବନରୁ ସେ ସଂଘର୍ଷ କରି ଡି ଡି କଲେଜର ଛାତ୍ର ସମୁଦାୟ ର ଉପସଭାପତି , ବିଜେପିର ବ୍ଲକ ସଭାପତି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ , ଜିଲ୍ଲା ଯୁବ ଭୋଟ । ଉପସଭାପତି ଭୋଟ ଦାୟିତ୍ଵ ନିର୍ବାହ କରିଥିଲେ , ୨୦୦୭ ରେ ଦରଡି ପା ଳ  ପଂଚାୟତ ସେମିତି ମୁଖ୍ୟ ନିର୍ବାଚିତ ନେଇଥିଲେ, ବିଜେଡି ଦଳରେ ଯୋଗ ଯୋଗ ଦେବା ପରେ ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, ଜିଲ୍ଲା ବିଜେଡି ସଭାପତିକୁ ଶ ଅପଟ ଜିଲ୍ଲା ବିଜେଡି ସମ୍ପାଦକ ଦେବାଶିଷ ପାତ୍ର , ଶ୍ରୀ ଜେନା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ତାଙ୍କ ଦଳୀୟ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଛନ୍ତି।

Ad2
Leave A Reply