Odisha news

ଚାଉଳ ଯୋଗାଣରୁ ବଂଚିତ କରାଯାଉଥିବା କେନ୍ଦ୍ର ସରକାରଙ୍କ ନିଷ୍ପିତ ବିରୋଧରେ ଆଜି ବିଜୁ ଜନତା ଦଳର ଗଣଧାରଣା

0

ଅମରେନ୍ଦ୍ର କୁମାର ପଟ୍ଟନାୟକ , ସକାଳ ଖବର : ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର Nac ର ଗଣଧାରଣା ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ଛକ ଠାରୁ ଆରମ୍ଭ କରି ଖାଲାସି ସାହି ଦେଇ ମୈନ ରୋଡ ଅତିକ୍ରମ କରି ଥାନା ଛକ ଠୁ ମୈନ ରୋଡ ଦେଇ Nac ଅଫିସ ଠାରେ ପହଂଚି ଗଣଧାରଣ ରେ ବସିଥିଲେ ଏଥିରେ ବିଜ୍ଞ୍ୟାପିତ ଅଂଚଳ ପରିଷଦର ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟାକ୍ଷା ଶୁଭଶ୍ରୀ ଦାସ, କନ୍ଧମାଳ ସାଂସଦ ପ୍ରତିନିଧି ଭଞ୍ଜନଗର Nac ପଞ୍ଚାନନ ପାଳ,ବିଜେଡି ନଗର ସଭାପତି ରାଜେନ୍ଦ୍ର ବିଶୋଇ, ବିଜେଡି ଯୁବ ସଭାପତି ସୁଧୀର ରଞ୍ଜନ ବେହେରା, ବିଜେଡି ନାରୀ ନେତ୍ରୀ ସୁଜ୍ଞ୍ୟାନି ଗୌଡ଼, ବସନ୍ତ ପ୍ରଧାନ, ପ୍ରଶନ ପଣ୍ଡା, ସନ୍ତୋଷ ବେହେରା, ପ୍ରମୋଦ ବିଶୋଇ, ବୁଲୁ ପାଢ଼ୀ, ତପନ ପଣ୍ଡା, ଦୀପକ ମାହାନ୍ତି, ମ୍ ଡି ହସନ,ସୁଶାନ୍ତ, ମହାପାତ୍ର,ରଞ୍ଜିତ ମିଶ୍ର, ଚିଦା ସ୍ବାଇଁ, ସନ୍ୟାସୀ ପ୍ରଧାନ ସମାଜସେଵୀ ଶୁଳାପାଣି ଶତପଥୀ ଓ ପୂର୍ବତନ ନଗରପାଳ ମ୍ ତାଜ ଆଡେନି ଏବଂ ବିଜ୍ଞ୍ୟାପିତ ଅଂଚଳ ପରିଷଦର ସମସ୍ତ କାଉନସିଲର ଉପସ୍ଥିତ ଥିଲେ ଓ Nac ଅଧକ୍ଷ, ଉପାଧ୍ୟାକ୍ଷା, ଓ କାଉନସିଲ ର ମାନେ Nac ପରିସର ରେ ଗଣଧାରଣାରେ ବସିଥିଲେ

ଅନ୍ୟ ଏକ ଗଣଧାରଣା ରେ ଭଞ୍ଜନଗର ବ୍ଲକ ର ଅଧକ୍ଷ ନାରିସଭା ନାୟକ, ଉପାଧ୍ୟାକ୍ଷା ରାଜଲକ୍ଷ୍ମୀ ପ୍ରଧାନ, କନ୍ଧମାଳ ସାଂସଦ ପ୍ରତିନିଧି ଭଞ୍ଜନଗର ବ୍ଲକ ଦିବାକର ନାୟକ, ଗଞ୍ଜାମ ଜିଲ୍ଲା 51 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଜିତେନ୍ଦ୍ର କେଶରୀ ଆରୁଖ, ସମସ୍ତ ସମିତି ସଭ୍ୟ, ସମସ୍ତ ସରପଞ୍ଚ, ବରିଷ୍ଠ ବିଜେଡି ସଂଗଠକ ବିଷ୍ଣୁ ପ୍ରଧାନ ଓ ବ୍ଲକ ର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ, ବ୍ଲକ ସମୁଖରେ ଅଧକ୍ଷ, ଉପାଧ୍ୟାକ୍ଷା, ସମିତିସଭ୍ୟ, ସରପଞ୍ଚ ଓ ଜନସାଧାରଣ ବ୍ଲକ ପରିସରରେ ଗଣ ଧାରଣାରେ ବସିଥିଲେ

Nalco
Leave A Reply