Odisha news

ପ୍ରବାସୀ କ୍ୱରେନଟାଇନ ଅର୍ଥ୍ର ମିଳିବାରେ ବିଳମ୍ବ ଦେଖାଦେଇଛି ଅସନ୍ତୋଷ

0

ବିରିଡି  ; କରୋନା ମାହାମରୀର ଲକଡାଉନ ସମୟରେ ବାହାର ରାଜ୍ୟରୁ ଫେରିଥିବା ର୍ପ୍ରବାସୀମାନେ କ୍ୱରେନଟାଇନ ଅବଧି ଶେଷ କରି ଦିର୍ଘ୍ର ଦିନ ହେବ ଅପେକ୍ଷା କରି ବସି ରହିଥିଲେ ମଧ୍ୟ ସରକାର ଦ୍ୱାରା ଘୋଷିତ ମୁତାବକ ପୋ୍ରସôାହନ ରାଶି ବାବଦ ୨୦୦୦ ଟଙ୍କା ମିଳିବାରେ ବହୁ ବିଳମ୍ବ ହେଉଥରବା ଅଭିଯୋଗ ହୋଇଛି । ଏହି ଅର୍ଥ ମିଳୁନଥିବାରୁ ର୍ପ୍ରବାସୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ସୂଚନା ଅନୁଯାୟୀ ବିରିଡି ବ୍ଲକକୁ ଫେରିବା ପାଇଁ ମୋଟ ୧୫୨୨ ଜଣ ନିଜର ନାମ ପଂଜିକୃୃତ କରିଥିଲେ ।

ଆଜିସୁଦ୍ଦା ସେଥିରୁ ୮୧୬ ଜଣ ଫେରିଥିବା ବେଳେ ସେମାନେ ମଧ୍ୟ ପଂଚାୟତ ସ୍ତରିୟ କୋଭିଡ ସେଂଟରରେ ୧୪ ଦିନ ରହି ନିଜର ଅବଧି ଶେଷ କରି ସାରିଛନ୍ତି । ୨ ମାସର ଉର୍ଦ୍ଧ ସମୟ ଧରୀ ସେମାନେ ବର୍ତ୍ରମାନ ଘରେ ରହୁଥିବା ବେଳେ ସେମାନକୁ ଏପର୍ଯ୍ୟନ୍ତ ଏହି ଅର୍ଥ୍ର ମିଳିନଥିବା ଅଭିଯୋଗ ହେଉଛି । ପେରିଥିବା ର୍ପ୍ରବାସୀମା୍କ ମଧ୍ୟରୁ ମାତ୍ର ୧୧୦ ଜଣ ଏହି ଅର୍ଥ ପାଇ ସାରିଥିବା ବେଳେ ଅନ୍ୟ ମାନେ କେବେ ପାଇବେ ତାହା ଜଣାପଡୁନଥିଲେ ମଧ୍ୟ ଦିନେ ଦୁଇ ଦିନ ମଧ୍ୟରେ ଆଉ କିଛି ପ୍ରବାସୀ ଆକାଉଂଟକୁ ଅର୍ଥ ଛଡା ଯିବା ପାଇଁ ବ୍ୟବସ୍ତା ସରିଛି ବୋଲି ବିଡିଓ ହେମନ୍ତ କୁମାର ମହନ୍ତ ସୁଚନା ଦେଇଛନ୍ତି ।

IEC 2 years
Leave A Reply