Odisha news

ଭାରତର ଗୋଟିଏ ଛୋଟ ସୁନ୍ଦର୍ ପଡୋଶୀ ମୁସଲିମ ଦେଶ , ଯେଉଁଠି ମସଜିଦ ନାହିଁ , ରହିଛି ଅନେକ ମନ୍ଦିର

0
ଭାରତର ସୀମା କୁ ଲାଗିଛି ପଡୋଶୀ ଦେଶ ଭୁଟାନ , ଯାହା କି ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଅଟେ, ଯେଉଁଠି ଗୋଟିଏ ହେଲେ ମସଜିଦ ନାହିଁ । ଭୁଟାନ ର ରାଜଧାନୀ ଥିଙ୍କୁ ରେ ଗୋଟିଏ ସାମୁଦାୟୀକ ଭବନ ର ଗୋଟିଏ କୋଠରୀ ମୁସଲମାନ ସମାଜ ର ନମାଜ ପଢ଼ିବା ପାଇଁ ରହିଛି । କଣ ଆପଣ ଜାଣିଛନ୍ତି କିଭଳି ଭୁଟାନ ରେ ମୁସଲମାନ ବହୁଳ ହୋଇ ଦେଶ ହୋଇ ମଧ୍ୟ କିଭଳି ଅଫିସିଆଲି କୌଣସି ମସଜିଦ ନାହିଁ ।
ଭୁଟାନ ରେ ହିନ୍ଦୁ ବୌଦ୍ଧ ମନ୍ଦିର ଅନେକ ରହିଛି , କିନ୍ତୁ ଗୋଟିଏ ହେଲେ ମସଜିଦ ନାହିଁ । ଏହା ନୁହେଁ ଯେ ଏଠାରେ ମୁସଲମାନ ଙ୍କ ସଂଖ୍ୟା ଖୁବ୍ କମ୍ ଅଟେ । ଏଠାକାର ମୁସଲମାନ ନାଗରିକ ଅନେକ ଥର ମସଜିଦ ତିଆରି କରିବା ପାଇଁ ଅନୁମତି ମାଗିଛନ୍ତି , କିନ୍ତୁ ତାଙ୍କୁ ଏଠାରେ ଅନୁମତି ମିଳିନାହିଁ । ଭୁଟାନ ର ଜନସଂଖ୍ୟା ପାଖାପାଖି ୭.୫ ଲକ୍ଷ ଅଟେ । ଯେଉଁଠାରେ ୮୪.୩ ପ୍ରତିଶତ ହିନ୍ଦୁ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ଜନସଂଖ୍ୟା ଅଟେ । ତେଣୁ ସେଠାରେ ମନ୍ଦିର ଓ ମଠ ର ଜନସଂଖ୍ୟା ସବୁଠୁ ଅଧିକ । ଅନ୍ୟ ପକ୍ଷରେ ସେଠାରେ ହିନ୍ଦୁ ମାନଙ୍କ ଜନସଂଖ୍ୟା ୧୧.୩ ପ୍ରତିଶତ ଅଟେ । କିଛି ବର୍ଷ ପୂର୍ବେ ଭୁଟାନ ନରେଶ ରାଜଧାନୀ ଥୀଙ୍କୁ ରେ ଗୋଟିଏ ସୁନ୍ଦର୍ ହିନ୍ଦୁ ମନ୍ଦିର ର ନିର୍ମାଣ କରିଥିଲେ ।
ବର୍ତମାନ ଯଦି ଜନସଂଖ୍ୟା ଦୃଷ୍ଟିରୁ ଦେଖିବା ତେବେ ଭାରତର ସବୁଠୁ ଛୋଟ ରାଜ୍ୟ ଗୋଆ କ୍ଷେତ୍ରଫଳ ରେ ଭୁଟାନ ସମକକ୍ଷ ଅଟେ । କିନ୍ତୁ ସେଠାରେ ଜନସଂଖ୍ୟା ସ୍ତର ଗୋଆ ଠାରୁ ଦୁଇ ଗୁଣ ଅଧିକ ।
ଭୁଟାନ ରେ ସମୁଦାୟ ମୁସଲମାନ ଙ୍କ ସଂଖ୍ୟା ଓ ଖ୍ରୀଷ୍ଟିଆନ ଜନସଂଖ୍ୟା ରହିଥିଲେ ମଧ୍ୟ ସରକାର ଙ୍କ ପକ୍ଷରୁ ସେମାନଙ୍କୁ ମସଜିଦ କିମ୍ବା ଚର୍ଚ୍ଚ ତିଆରି କରିବା ପାଇଁ ଅନୁମତି ମିଳିନାହିଁ । ସାଧାରଣ ଭାବରେ ଭୁଟାନ ଯାତ୍ରା କରୁଥିବା ମୁସଲମାନ ଧର୍ମାବଲମ୍ବୀ ଲୋକେ ଜାଣିବାକୁ ଚାହିଁ ଥାଆନ୍ତି ଯେ ଭୁଟାନ ଗଲେ ସେମାନେ କେଉଁଠି ନମାଜ ପାଠ କରିବେ , ସେମାନଙ୍କୁ ଜାଣିବାକୁ ମିଳିଥାଏ ଯେ ବାମଥାଙ୍ଗ ରେ ଗୋଟିଏ ଛୋଟ ପ୍ରାର୍ଥନା କକ୍ଷ ରହିଛି , ଯେଉଁଠି ଅଲଗା ଅଲଗା ୩ଟି କକ୍ଷ ମଧ୍ୟ ରହିଛି । ଯେଉଁଠି ମୁସଲମାନ , ଶିଖ ଓ ଇଶାଇ ଧର୍ମ ର ଲୋକେ ପ୍ରାର୍ଥନା କରି ପାରିବେ । କିନ୍ତୁ ପର୍ଯ୍ୟଟକ ଙ୍କୁ ତାଙ୍କ ହୋଟେଲ ରୁମ୍ ରେ ପ୍ରାର୍ଥନା କରିବା ପାଇଁ ଅନୁମତି ମିଳିଥାଏ ।
ଭୁଟାନ ରାଜଧାନୀ ଥିଂକୁ ରେ ରହିଛି ବିଶାଳ ହିନ୍ଦୁ ମନ୍ଦିର, ଏଠାରେ ଅନେକ ଦେବଦେବୀ ଙ୍କ ମୂର୍ତ୍ତି ରହିଛି । ଏଠାକାର ହିନ୍ଦୁ ମାନେ ବିଶେଷ ଭାବରେ ଦୁର୍ଗା ଓ ଗଣେଶ ଙ୍କୁ ପୂଜା କରି ଥାଆନ୍ତି । ୭ମ ଶତାବ୍ଦୀ ପର୍ଯ୍ୟନ୍ତ ଭୁଟାନ ଭାରତର କୁଚବିହାର ରାଜବଂଶ ଅଧୀନରେ ଥିଲା କିନ୍ତୁ ପରେ ଏହା ବୌଦ୍ଧ ଧର୍ମ ରେ ପରିବର୍ତ୍ତନ ହେଲା ।
ଭୁଟାନ ରେ ସମସ୍ତ ଧର୍ମକୁ ସ୍ଵାଧୀନତା ମିଳିଛି । ଇଣ୍ଟରନେଟ୍ ରେ ଏଠାରେ ମସଜିଦ ଥିବାର ମଧ୍ୟ ସୂଚନା ରହିଛି କିନ୍ତୁ ଏହା ଭୁଲ ଅଟେ । ଏଠାକାର ସରକାର ଏହାକୁ ମାନ୍ୟତା ଦେଇନାହିଁ । ଏଠାରେ ପ୍ରାୟ ୩୦ ହଜାର ନେପାଳୀ ଅଛନ୍ତି । ଭୁଟାନ ର ସମ୍ବିଧାନ ଈସାଇ ଧର୍ମ କୁ ମାନ୍ୟତା ଦେଇ ନାହିଁ ।

Leave A Reply