ଭୁବନ : ଆଷାଢରେ ବି ମୁଣ୍ଡ ଫଟା ଖରା , କରୋନା ଯୋଗୁ ସବୁ କାମ ବାଟବଣା ହେଉଛି । ନିଜ ଘରେ ବସି ଆଦିବାସୀ ପରିବାର ତିଆରି କରିଛନ୍ତି ଝାଡୁ । ବିକ୍ରୀ ପାଇଁ ଆସିଛନ୍ତି ଭୁବନ ଭଳି ଏକ ଛୋଟ ସହରକୁ । ପୁଚୁ ରାସ୍ତାରେ ଚାଲି ପାରୁନଥରବା ଝିଅଟିକୁ ବାପା ଏକ ସାଇକେଲର ମଝିରେ ବସାଇ ଝାଡୁ ବିକ୍ରି କରୁବାକୁ ଆସିଛି ।