Odisha news

ଡିଜୀପି ଡିସ୍କ ଆୱାର୍ଡ ପାଇଲେ ସବ ଇନ୍ସ୍ପେକଟର କେଶବ ଷଡ଼ଙ୍ଗୀ

0

ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ରେ କାର୍ଯ୍ୟରତ ସବ ଇନ୍ସ୍ପେକଟର କେଶବ ଷଡ଼ଙ୍ଗୀ ଙ୍କୁ ଓଡିଶା ର ପୋଲିସ ଆରକ୍ଷୀ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ଙ୍କ ଦ୍ୱାରା ଡିଜିପି ଡିସ୍କ ରେ ସାନମାନିତ କରାଯାଇଛି, ଶ୍ରୀ ଷଡ଼ଙ୍ଗୀ ଙ୍କୁ ଭୁବନେଶ୍ୱର ପୋଲିସ ଭବନ ରେ ସନମାନିତ କରାଯାଇଛି, ଗଞ୍ଜାମ ଜିଲ୍ଲା ରେ 27 ଟି ଥାନା ରହିଛି, ଶ୍ରୀ ଷଡ଼ଙ୍ଗୀ ଜଣେ ଦକ୍ଷ, ସଚୋଟ ଓ ପରୋପକାରୀ, ମେଳାପୀ ଅଫିସର ଭାବେ ଭଞ୍ଜନଗର ଅଂଚଳ ରେ ପରିଚିତ, ପୁରସ୍କାର ପାଇବା ପରେ ତାଙ୍କୁ ପଚାରିବାରୁ ସେ ପୁରା ଶ୍ରେୟ ଥାନା ଅଧିକାରୀ ଧୀରେସ କୁମାର ଦାସ ଓ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ଙ୍କୁ ଦେଇଛନ୍ତି, ଏହି ପୁରସ୍କାର ପାଇ ସେ ବେଶ ଖୁସି ଅନୁଭବ କରିଛନ୍ତି

Nalco
Leave A Reply