Odisha news

ଯୁବତୀକୁ ଦୁର୍ସକ୍ୟମ ଅଭିଯୋଗରେ ଯୁବକ ଗିରଫ

0

ଭଞ୍ଜନଗର— ତାରସିଂ ଥାନା ଅନ୍ତର୍ଗତ ରାଣିକିଆରୀ ଗ୍ରାମର ଜୈନିକ ଯୁବକଙ୍କୁ ସେହି ଗ୍ରାମର ରାଜୁଦଳବେହେରା ନାମକ ଯୁବକ ର୍ଦୁବ୍ୟବହାର କରିବାକୁ ନେଇ ତାରସିଂ ଥାନା ଅଭିଯୋଗ ।ଜୈନିକ ଯୁବତୀର ଅଭିଯୋଗକୁ ଭିତ୍ତି ତାରସିଂ ଥାନା କେସନଂ ୧୪୩/୨୨ରେ ମାମଲା ରୁଜୁ କରି ଦୁବ୍ୟବହାର କରିଥିବା ଯୁବକ ରାଜୁକୁ ତାରସିଂ ପୁଲିସ ଗିରଫ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି । ଖବର ନେବାରେ ଜୈନିକ ୩ଜଣ ଯୁବତୀ ମିଶି ଶୌଚା ହେବାକୁ ଯାଇ ଘରକୁ ଫେରୁଥିବା ବେଳେ ଏହି ସମୟରେ ରାଜୁ  ନିଛାଟିଆ ସ୍ଥାନ ଦେଖି ଜୈନିକ ଯୁବତୀର ପଛପଟୁ ମୁହାଁକୁ ଧରି ପକାଇ ର୍ଦୁକ୍ୟମ କରିଥିଲା ଏହି ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରି ଦେବାକୁ କହିବା ପରେ ଜୈନିକ ଯୁବତୀ ଏହି ଘଟଣା ବିଷୟରେ ଘର ପରିବାରକୁ କହିବା ପରେ ଘର ପରିବାର ତାରସିଂ ଥାନା ରେ ଅଭିଯୋଗ କରିଥିଲେ ।

 
IEC 2 years
Leave A Reply